Browsing Tag

doctors strike

ଡେଙ୍ଗୁ, ମ୍ୟାଲେରିଆ ବଢ଼ୁଛି; ଆନ୍ଦୋଳନରତ ଡାକ୍ତରଙ୍କୁ ଡ୍ୟୁଟିକୁ ଫେରିବାକୁ ଅନୁରୋଧ କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ଆଜି ଦେଶବ୍ୟାପୀ ଆନ୍ଦୋଳନରତ ଡାକ୍ତରଙ୍କୁ ଡ୍ୟୁଟିକୁ ଫେରିବାକୁ ଅପିଲ୍‌ କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ କମିଟି ଗଠନ କରାଯିବ ବୋଲି ମନ୍ତ୍ରଣାଳୟ କହିଛି । ଜନସାଧାରଣଙ୍କ ସ୍ୱାର୍ଥ ତଥା ଡେଙ୍ଗୁ ଓ ମ୍ୟାଲେରିଆ ବୃଦ୍ଧିକୁ ଦୃଷ୍ଟିରେ ରଖି…

ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା: ଆଜି ଦେଶବ୍ଯାପୀ ଧର୍ମଘଟକୁ ଓହ୍ଲାଇଛନ୍ତି ଡାକ୍ତର, ରୋଗୀ ସେବା ଠପ

ଆଜି ସାରା ଦେଶରେ ବାଧାପ୍ରାପ୍ତ ହେବ ରୋଗୀ ସେବା । ଆନ୍ଦୋଳନରେ ଡାକ୍ତର । ଦେଶବ୍ଯାପୀ ଧର୍ମଘଟକୁ ଓହ୍ଲାଇଛନ୍ତି ଡାକ୍ତର । କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ପ୍ରତିବାଦରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି ଭାରତୀୟ ମେଡିକାଲ ସଂଘ । ଏଥିରେ ରାଜ୍ୟର ୬ ହଜାରରୁ ଅଧିକ ଡାକ୍ତର…

ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, କାଲିଠୁ ଡାକ୍ତରଙ୍କ ୨୪ ଘଣ୍ଟିଆ ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ : ଆସନ୍ତାକାଲି ଦେଶବ୍ଯାପୀ ଡାକ୍ତରଙ୍କ ଧର୍ମଘଟ । କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ମାମଲାରେ ବନ୍ଦ ଡାକରା ଦେଇଛି ଭାରତୀୟ ମେଡିକାଲ ସଂଘ । ଜରୁରୀକାଳୀନ ସେବାକୁ ଛାଡ଼ି ସମସ୍ତ ଓପିଡି ବନ୍ଦ ରହିବ । ଅଗଷ୍ଟ ୧୭ ତାରିଖ ସକାଳ ୬ ଟାରୁ ଅଗଷ୍ଟ ୧୮ ସକାଳ ୬ଟା ଯାଏଁ…

କୋଲକାତା ହସ୍ପିଟାଲରେ ଭଙ୍ଗାରୁଜା ଘଟଣାକୁ ନେଇ ତାତିଲା FORDA, ପୁଣି କଲା ହଡ଼ତାଳ ଘୋଷଣା

କୋଲକାତାରେ ଗତ ରାତିରେ ଡାକ୍ତରଙ୍କ ପ୍ରଦର୍ଶନ ସମୟରେ ହୋଇଥିବା ଆକ୍ରମଣ ଓ ଭଙ୍ଗାରୁଜା ଘଟଣାକୁ ନେଇ ତାତିଲା ଫୋର୍ଡା (ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡାକ୍ତର ଆସୋସିଏସନ୍) । ଫୋର୍ଡା ପୁଣି ଧର୍ମଘଟ କରିବାକୁ ଘୋଷଣା କରିଛି । ରେସିଡେଣ୍ଟ ଡାକ୍ତର ସଙ୍ଗଠନ ଦୁଇ ଦିନ ପୂର୍ବେ କେନ୍ଦ୍ର…

ଦୀର୍ଘ ୩୦ ଦିନ ହେଲା ଧାରଣାରେ ବସିଛନ୍ତି ପ୍ରାଣୀ ପ୍ରାଣୀ ଚିକିତ୍ସକ, ଯାହାକୁ ନେଇ ଚିନ୍ତାରେ ଗୋପାଳକ

ଦିନେକି ଦୁଇଦିନ ନୁହେଁ ଆଜକୁ ଦୀର୍ଘ ୩୦ ଦିନ ହେଲା ଧାରଣାରେ ବସିଛନ୍ତି ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର । ଓଡିଶା ପ୍ରାଣୀ ସେବାସଂଘ ଡାକରାରେ ୪ଦଫା ଦାବୀ ପୁରଣ ନେଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଆଗରେ ଧାରଣା ଦେଇଛନ୍ତି । ଦାବୀ ପୁରଣ କରାନହେବା ପର୍ଯ୍ୟନ୍ତ ଧାରଣାରୁ…

ଆନ୍ଦୋଳନରୁ ଓହରିଲେ ଡାକ୍ତର, ସମସ୍ତ ଦାବି ପୁରଣ କରିବାକୁ ରାଜି ହେଲେ ମମତା

ପଶ୍ଚିମବଙ୍ଗ : ତୁଟିଲା ପଶ୍ଚିମବଙ୍ଗ ସରକାର-ଡାକ୍ତରଙ୍କ ମଧ୍ୟରେ ବିବାଦ । ଆନ୍ଦୋଳନରୁ ଓହରିଲେ ଡାକ୍ତର । ଡାକ୍ତରଙ୍କ ସମସ୍ତ ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜି ହେବା ପରେ ଡାକ୍ତର ସଂଗଠନ ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହାର ନେଇ ଘୋଷଣା କରାଯାଇଛି । ପୂର୍ବରୁ ମମତା…