ପୂର୍ଣ୍ଣିମା ଓ ଅମାବାସ୍ୟାରେ କଣ ଅଧିକ ଦୁର୍ଘଟଣା ଘଟେ ?
ଭୁବନେଶ୍ୱର (କେ ନ୍ୟୁଜ୍) : ଆଜି ପୌଷ ପୂର୍ଣ୍ଣିମା । ଆମ ରାଜ୍ୟର ବିଭିନ୍ନ ଜାଗାରେ ଅତି କମ୍ରେ ପ୍ରାୟ ଡଜନେ ପାଖାପାଖି ଦୁର୍ଘଟଣା ଘଟିଛି । ଏଥିରେ ୭ରୁ ଅଧିକ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ପୂର୍ଣ୍ଣିମା ଓ ଅମାବାସ୍ୟା ଦିନ କଣ ଦୁର୍ଘଟଣା ସଂଖ୍ୟା ବଢ଼ିଯାଏ…