Browsing Tag

dog became mayor

ଆମେରିକାରେ ମେୟର ଭାବେ ନିଯୁକ୍ତ ହେଲା କୁକୁର, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ବର୍ତ୍ତମାନ ସବୁ ଲୋକଙ୍କର ନଜର କିଏ ହେବ ଆମେରିକାର ରାଷ୍ଟ୍ରପତି । ଚାଲିଛି ବଳ କଷାକଷି । ତେବେ ଏହା ମଧ୍ୟରେ ଆମେରିକାରୁ ଏକ ଏପରି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାକାର ଏକ ଛୋଟ ସହରରେ ମେୟର ପଦରେ ନିଯୁକ୍ତ ହୋଇଛି ଏକ କୁକୁର । ସୂଚନା ଅନୁଯାୟୀ ୱିଲବର…