ଜାତିରେ କୁକୁର ହେଲେବି ମାନିବାକୁ ପଡିବ ତା’ ବୁଦ୍ଧିକୁ, ମାଲିକକୁ ସାହାଯ୍ୟ କରିବା ପାଇଁ କଲା ଅଜବ ଯୁଗାଡ଼;…
ସ୍ମାର୍ଟ ଫୋନ ଆସିବା ପରେ ସାଧାରଣ ଲୋକଟିଏବି ଆଜି ବହୁତ ବୁଦ୍ଧିଆ ହୋଇଗଲାଣି । ତାର ବୁଦ୍ଧି କୌଣସି ପାଠୁଆଠାରୁ କମ୍ ବି ନୁହେଁ। ସେହିପରି ପଶୁ ପକ୍ଷୀ ମାନଙ୍କ ମଧ୍ୟରେ ବି ଦେଖାଯାଉଛି । ସେମାନେ ବି ଦିନକୁ ଦିନ ବହୁତ ଚତୁର ହେବାରେ ଲାଗିଛନ୍ତି । ନିକଟରେ ଏକ କୁକୁରର ଭିଡିଓ ସୋସିଆଲ…