ସଟ ମାରୁଥିଲେ ବ୍ୟାଟ୍ସମ୍ୟାନ୍, କିନ୍ତୁ ବଲ୍ ନେଇ ପଳାଇଲା କୁକୁର; ଦେଖନ୍ତୁ କ୍ରିକେଟ୍ ମ୍ୟାଚ୍ ବେଳର ମଜାଦାର…
ପଡ଼ିଆରେ କ୍ରିକେଟ୍ ମ୍ୟାଚ୍ ଚାଲିଥିବା ବେଳେ ବଲ୍ ନେଇଗଲା କୁକୁର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅଲ ଆୟାର୍ଲ୍ୟାଣ୍ଡ ଓ୍ଵିମେନ୍ସ ଟି୨୦ କପ୍ରେ। କୁକୁର ବଲ୍ ନେଇଯିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ଏହି ଘଟଣା ବ୍ରେଡି କ୍ରିକେଟ୍ କ୍ଲବ୍ ଓ ସିଭିଲ…