ମାଲିକକୁ ସାର୍କ କବଳରୁ ରକ୍ଷା କରିବା ପାଇଁ ପାଣିକୁ ଡେଇଁଲା କୁକୁର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ସୋସିଆଲ ମିଡିଆରେ ଏକ ସାହାସୀ କୁକୁରର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କୁକୁରଟି ନିଜ ମାଲିକକୁ ସାର୍କର ଆକ୍ରମଣରୁ ରକ୍ଷା କରିବା ପାଇଁ ପାଣି ଭିତରକୁ ଡେଇଁଥିବା ଜଣାପଡିଛି, ଯାହାକୁ ଦେଖି ଲୋକମାନେ ଖୁବ୍ ପ୍ରଶଂସା କରିଛନ୍ତି। ଭିଡିଓରେ ଦେଖଇବାକୁ ମିଳିଛି ଅଷ୍ଟ୍ରେଲିଆର…