ଏମିତି ବନ୍ଧୁ ଜଗତେ ନାହିଁ, ଦେଖନ୍ତୁ ପୁଅ କି ଝିଅ ନୁହେଁ ବରଂ ଦିବ୍ୟାଙ୍ଗ ମାଲିକକୁ ସପିଂ କରାଇନେଉଛି ଗୋଟେ କୁକୁର
ସବୁ ମଣିଷ ଚାହାନ୍ତି ଜୀବନରେ ଏମିତି ଜଣେ ବନ୍ଧୁ ରୁହନ୍ତୁ ଯିଏ ତାଙ୍କୁ ତାଙ୍କ ଖରାପ ସମୟରେ ସାହାଯ୍ୟ କରିବ। କିନ୍ତୁ ଏହି ବନ୍ଧୁ ଜଣେ ଯଦି ପଶୁ ହୋଇଥିବେ ତାହାଲେ କଣ ହେବ। ଆପଣ ଭାବୁଥିବେ ପଶୁଟା ବି କିପରି ଜଣେ ମଣିଷକୁ ତାର ଖରାପ ସମୟରେ ସାହାଯ୍ୟ କରିପାରିବ। ଗୋଟେ କୁକୁର ତାର ମାଲିକ ପାଇଁ…