ସ୍ମାର୍ଟ କୁକୁର : ଏକା ଭାବି ମାରିଥିଲେ ଲାତ, କିନ୍ତୁ କିଛି ସମୟ ପରେ ବ୍ୟକ୍ତିଙ୍କ ହାଲ ହୋଇଗଲା ବେହାଲ
ଆପଣ ସବୁେବେଳ ଶୁଣିଥିବେ ଯେ ମଣିଷ ପ୍ରତିଶୋଧ ନେଇଛି। ତା ଉପରେ ହେଇଥିବା ଅତ୍ୟାଚାରର ସେ କେବେ ନା କେବେ ପ୍ରତିଶୋଧ ନେଇଥାଏ କିନ୍ତୁ କେବେବି ଶୁଣିନଥିବେ ଯେ ଗୋଟେ ବୁଲା କୁକୁର ତା ଉପରେ ହେଇଥିବା ଅତ୍ୟାଚାରର ପ୍ରତିଶୋଧ ନେବ। ତେବେ ଆଶ୍ଚର୍ଯ୍ୟ ଲାଗୁଥିବା ଏହି ଘଟଣା ସମ୍ପର୍କରେ ଜାଣନ୍ତୁ।…