ଦୋଳ ପୂର୍ଣ୍ଣିମାରେ କାହିଁକି ପୂଜା ହୁଏ ଆମ୍ବ, ଚଣା ଓ ମହୁଲ; ଶୁଣନ୍ତୁ ବିଶିଷ୍ଟ ଗବେଷକଙ୍କ ମୁହଁରୁ…
''ଫଗୁଣ ମାସରେ ଦୋଳ ଗୋବିନ୍ଦ, ଫଗୁ ଖେଳୁଛନ୍ତି ପରମାନନ୍ଦ
ଅବିର ସଙ୍ଗେ ଝାଲେରୀ ମିଶାଇ, ଫଗୁ ଖେଳୁଛନ୍ତି ଯଦୁ ଗୋସାଇଁ।"
ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, ଓଡ଼ିଆ ପଞ୍ଜିକା ଅନୁସାରେ ଫାଲଗୁନ ମାସର ପୂର୍ଣ୍ଣିମା ତିଥିକୁ ଦୋଳ ପୂର୍ଣ୍ଣିମା ନାମରେ ଅଭିହିତ କରାଯାଇଛି । ସାଧାରଣତଃ ଫାଲଗୁନ…