Browsing Tag

doland trump

ନ୍ୟୁ ହାମ୍ପସାୟର ପ୍ରାଇମେରୀ ନିର୍ବାଚନ ଜିତିଲେ ଡୋନାଲ୍ଡ ଟ୍ରମ୍ପ, ନିକ୍କି ହାଲ୍ଲିଙ୍କୁ ଦେଲେ ଟକ୍କର

ଆମେରିକାରେ ଜାରି ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଡୋଲାନ୍ଡ ଟ୍ରମ୍ପଙ୍କ ବଡ଼ ବିଜୟ । ରିପବ୍ଲିକାନ୍ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ରାସ୍ତା ପରିସ୍କାର ହେବାରେ ଲାଗିଛି ।  ନ୍ୟୁ ହାମ୍ପସାୟର ପ୍ରାଇମେରୀ ଇଲେକସନରେ ବଡ଼ ବିଜୟ ହାସଲ କରିଛନ୍ତି ଟ୍ରମ୍ପ । ତାଙ୍କର ନିକଟତମ…

୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ପ୍ରଥମ ପସନ୍ଦ

କମୁନି ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ କ୍ରେଜ । ବିଭିନ୍ନ ମାମଲାରେ ଛନ୍ଦି ହୋଇଥିଲେ ମଧ୍ୟ ରାଷ୍ଟପତି ପାଇଁ ପ୍ରଥମ ପସନ୍ଦ ହୋଇଛନ୍ତି ଟ୍ରମ୍ପ । ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ପ୍ରଥମ ପସନ୍ଦ । ଦୋଷୀ ହେବା ପରେ ମଧ୍ୟ ମିଳିଲା ୭ ସମର୍ଥକଙ୍କ ସମର୍ଥନ। ନିର୍ବାଚନ ପୂର୍ବରୁ…

ଟ୍ଵିଟରକୁ ଫେରିବେ ଡୋନାଲ୍ଡ ଟ୍ରମ୍ପ, ଘୋଷଣା କଲେ ନୂଆ ମାଲିକ ଏଲନ୍‌ ମସ୍କ

ଶେଷରେ ଟ୍ଵିଟରକୁ ପୁଣିଥରେ ଫେରୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ଵିଟରର ନୂଆ ମାଲିକ ଏଲନ୍‌ ମସ୍କ ଏ ନେଇ ଘୋଷଣା କରିଛନ୍ତି। ମସ୍କ ଘୋଷଣା କରିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରୁ ଟ୍ଵିଟର ବ୍ୟାନ୍‌ ହଟାଇଛି। ଏଲନ୍‌ ମସ୍କ ଆହୁରି ମଧ୍ୟ କହିଛନ୍ତି ଯେ ଡୋନାଲ୍ଡ…

ଟ୍ରମ୍ପଙ୍କ ଟ୍ଵିଟର ଆକାଉଣ୍ଟ ସଂପୂର୍ଣ୍ଣ ବନ୍ଦ, କ୍ୟାପିଟଲ ବିଲଡିଂରେ ହିଂସା ପରେ କମ୍ପାନୀ ପକ୍ଷରୁ ନିଆଯାଇଛି ପଦକ୍ଷେପ

କେନ୍ଯୁଜ୍: ଟ୍ରମ୍ପଙ୍କ ଟ୍ଵିଟର ଆକାଉଣ୍ଟ ସଂପୂର୍ଣ୍ଣ ବନ୍ଦ । କ୍ୟାପିଟଲ ବିଲଡିଂରେ ହିଂସା ପରେ ଟ୍ଵିଟର ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଆଗକୁ ଯେପରି ହିଂସା ନବଢେ ସେଥିପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ନିକଟରେ ଟ୍ରମ୍ପଙ୍କ ଟ୍ଵିଟର ଆକାଉଣ୍ଟ ସମୀକ୍ଷା କରାଯିବା ପରେ ସଂପୂର୍ଣ୍ଣ…

ନିଜକୁ ବିଜେତା ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, କହିଲେ ‘ନିର୍ବାଚନରେ ମୁଁ ଅଧିକ ଭୋଟରେ ଜିତିଛି’

ଆମେରିକାର ପ୍ରମୁଖ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଡେମୋକ୍ରେଟିକ୍‌ ପାର୍ଟି ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କୁ ବିଜେତା ଘୋଷିତ କରିବା ପରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପ ଶନିବାର ନିଜକୁ ବିଜୟୀ ଘୋଷିତ କରିଛନ୍ତି। ଟ୍ରମ୍ପ ଟ୍ଵିଟ୍‌ କରି ଲେଖିଛନ୍ତି ‘ଏହି…

ଯଦି ଆମେରିକା ରାଷ୍ଟ୍ରପତି ପଦରୁ ଡୋନାଲ୍ଟ ଟ୍ରମ୍ପ ହଟିଯାଆନ୍ତି, ତେବେ ଆଜୀବନ ମାନିବାକୁ ପଡ଼ିବ ଏସବୁ ନିୟମ

ରାଷ୍ଟ୍ରପତି ପଦରୁ ହଟିବା ପରେ ଡୋନାଲ୍ଟ ଟ୍ରମ୍ପଙ୍କ ଉପରେ ଆମେରିକାର କେତେକ ନିୟମ ଲାଗୁ ହୋଇଯିବ। ଏହି ନିୟମ ଅନୁସାରେ ଟ୍ରମ୍ପଙ୍କ ଉପରେ ଆଜୀବନ କେତେକ ରୋକ୍‌ ଲାଗିଯିବ। ତାଙ୍କୁ କେତେକ ଏଭଳି ସର୍ତ୍ତ ମାନିବାକୁ ପଡ଼ିବ ଯାହା ଫଳରେ ତାଙ୍କ ଜୀବନରେ ପ୍ରାଇଭେସୀ ନାମକ କୌଣସି ଜିନିଷ ରହିବ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୦: ନିର୍ବାଚନୀ ସଭାରେ ଯେତେବେଳେ ନାଚିବାକୁ ଲାଗିଲେ ଡୋନାଲ୍ଡ ଟ୍ରମ୍ପ, Video…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ୩ ନଭେମ୍ବରରେ ହେବାକୁ ଯାଉଛି। ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ଏଥିରେ ସେତିକି କୌତୁହଳଜନକ କଥା ଯୋଡ଼ି ହୋଇଯାଉଛି। ଏମିତି ହିଁ କିଛି ନୂଆ ପ୍ରସଙ୍ଗ ଏବେ ଡୋନାଲ୍ଡ ଟ୍ରମ୍ପ ନିଜ ନିଆରା ହରକତ ଦ୍ଵାରା ଯୋଡ଼ିଦେଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା…

କରୋନାକୁ ନେଇ ଔଷଧ କୁଟନୀତି: ଭାରତ ମେଡିସିନ୍‌ ରପ୍ତାନି ପାଇଁ ଅନୁମତି ଦେଇନଥିଲେ କାର୍ଯ୍ୟାନୁଷ୍ଠାନ ହୋଇଥାନ୍ତା ବୋଲି…

ନୂଆଦିଲ୍ଲୀ: କରୋନାକୁ ନେଇ ଆରମ୍ଭ ହୋଇଛି ଔଷଧ କୁଟନୀତି । ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହାଇଡ୍ରୋ କ୍ଲୋରୋକୁଇନ୍‌ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ମୋଦି ମଧ୍ୟ ଟ୍ରମ୍ପଙ୍କ ଅନୁରୋଧକୁ ରକ୍ଷା କରି ଆମେରିକାକୁ ଔଷଧ ରପ୍ତାନୀ ପାଇଁ ଅନୁମତି…