ଜଳକା ନଦୀରୁ ଉଦ୍ଧାର ହେଲା ୬ ଫୁଟ ଲମ୍ବର ଡଲଫିନ
ଜଳେଶ୍ୱର : ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଗୋଠ ଗଡିଆ ଗ୍ରାମ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀରୁ ଉଦ୍ଧାର ହେଲା ୬ ଫୁଟ ଲମ୍ବର ଡଲଫିନ ମାଛ । ଆଜି ଗ୍ରାମର କିଛି ଲୋକ ନଦୀ ପାଖକୁ ଗୋଧୋଇବା ପାଇଁ ଯାଇଥିବା ବେଳେ ନଦୀରେ ଏହି ମାଛଟିକୁ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ ।…