ଶେଷ ହେଲା ଡଲଫିନ ଗଣନା, ଜାଣନ୍ତୁ କେତୋଟି ମିଳିଲା
ଚିଲିକା(କେନ୍ୟୁଜ୍) : ଚିଲିକାରେ ସରିଲା ଡଲଫିନ ଗଣନା । ଗଣନା ପରେ ୧୩୦ରୁ ୧୫୦ଟି ଇରାଓ୍ଵାଡି ଡଲଫିନ ଥିବା ସୂଚନା ମିଳିଛି । ତେବେ ବନ୍ୟପ୍ରାଣୀ ବିଭାଗର PCCF ସଠିକ ସଂଖ୍ୟା ଜଣାଇବେ । ଗତବର୍ଷ ଚିଲିକାରେ ୧୫୫ ଡଲଫିନ ଥିଲେ । ୨୦୧୭ ମସିହାରେ ୧୨୧, ୨୦୧୬ରେ ୧୪୫ଟି ଡଲଫିନ ଥିଲେ । ୨୦୧୩…