Browsing Tag

domestic flights

ବନ୍ଦ ହେଲା ମିଲ୍‌ ସର୍ଭିସ୍‌: ୨ ଘଣ୍ଟା ଅବଧିରୁ କମ୍‌ ଘରୋଇ ଉଡ଼ାଣରେ ଯାତ୍ରୀଙ୍କୁ ମିଳିବ ନାହିଁ ଭୋଜନ, ଗୁରୁବାରଠୁ…

ଯେଉଁ ବିମାନର ଯାତ୍ରା ଅବଧି ୨ ଘଣ୍ଟାରୁ କମ୍‌, ସେହି ଏୟାରଲାଇନ୍‌ଗୁଡ଼ିକୁ ଉଡ଼ାଣ ସମୟରେ ଭୋଜନ ଉପଲବ୍ଧ କରାଇବା ପାଇଁ ଅନୁମତି ଦିଆଯିବନି। The Ministry of Civil Aviation ସୋମବାର କହିଛି କି, ଦେଶରେ କରୋନା ଭାଇରସ୍‌ ମାମଲା ଲଗାତାର ବଢ଼ି ଚାଲିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି…

ଘରୋଇ ବିମାନ ସେବା ଆରମ୍ଭ ନେଇ ସରକାର ଜାରି କଲେ ୭ ସ୍ଳାବ, ୨୦୦୦ଟଙ୍କାରୁ ଆରମ୍ଭ ହେବ ବୁକିଂ

ଲକଡାଉନ୍ ମଧ୍ଯରେ ବିମାନ ସେବା ଆରମ୍ଭ ନେଇ କେନ୍ଦ୍ର ସରକାର ସ୍ଲାବ ଜାରି କରିଛନ୍ତି। ଗତକାଲି ସରକାର ଘରୋଇ ବିମାନ ସେବା ପାଇଁ ଟିକେଟ୍କୁ ୭ଟି ସ୍ଲାବରେ ବାଣ୍ଟି ଦେଇଛନ୍ତି। ଏହି ଜରିଆରେ ବର୍ତ୍ତମାନ ୨୦୦୦ରୁ ୧୮,୬୦୦ଟଙ୍କା ମଧ୍ଯରେ କିଣିପାରିବେ। ସୂଚନା ମୁତାବକ ଗତ ମାର୍ଚ୍ଚ ମାସରୁ ବନ୍ଦ…