Browsing Tag

domestic violence

ପାରିବାରିକ କଳହ ଯୋଗୁଁ ସ୍ତ୍ରୀର ଓଠ କାମୁଡି ଚିଣ୍ଡାଇଲା ସ୍ବାମୀ, ପଡିଲା ୧୬ଟି ଷ୍ଟିଚ୍

ପାରିବାରିକ କଳହ ଯୋଗୁଁ ହସପିଟାଲରେ ଭର୍ତ୍ତି ହେଲେ ମହିଳା । ମହିଳାଙ୍କୁ ୧୬ଟି ଷ୍ଟିଚ୍ ପଡିଥିବା ଜଣାପଡିଛି । ପୋଲିସ ନିକଟରେ ଅଭିଯୋଗରେ ପରେ ଯାଞ୍ଚ ଆରମ୍ଭ ହୋଇଛି । ପୀଡିତ ମହିଳା ଜଣକ ପୋଲିସ ନିକଟରେ ସବୁ ଲିଖିତ ଭାବେ ଜଣାଇଛନ୍ତି । ମହିଳା ଜଣକ ସ୍ବାମୀ, ଦିଅର ଏବଂ ଶାଶୁ ବିରୋଧରେ ମାମଲା…

ମହିଳା ସୁରକ୍ଷା ଆଇନକୁ ଦୁରୂପଯୋଗ କରିବା ଉଚିତ ନୁହେଁ : ସୁପ୍ରିମକୋର୍ଟ 

ନୂଆଦିଲ୍ଲୀ : ମହିଳା ସୁରାକ୍ଷା ଆଇନର ଅପବ୍ୟବହାର ନେଇ ସୁପ୍ରିମକୋର୍ଟ  ଆଜି ଏକ ଗୁରୁତ୍ତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ବ୍ୟକ୍ତିଗତ ଉଦ୍ଦେଶ୍ୟର ସାଧନ ଲାଗି ଅନେକ ମହିଳା ସେମାନଙ୍କ ସ୍ୱାମୀ ଏବଂ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିବା ସହିତ ସେମାନଙ୍କ…

ବିବାହର ଦୁଇ ଦିନ ପରେ ସ୍ତ୍ରୀକୁ ମାଡ଼ ମାରିଲେ ଲୋକପ୍ରିୟ ୟୁଟ୍ୟୁବର ବିବେକ ବିନ୍ଦ୍ରା, ଆଉ ତା ପରେ ଯାହା ହେଲା…

ଘରୋଇ ହିଂସାକାଣ୍ଡର ଶିକାର କେବଳ ସାଧାରଣ ଲୋକ ହୁଅନ୍ତି ତାହା ନୁହେଁ । ଏପରି କିଛି ବଡ଼ ବଡ଼ ଲୋକ ଅଛନ୍ତି ଯେଉଁମାନେ ଘରୋଇ ହିଂସାକାଣ୍ଡର ଶିକାର ହୁଅନ୍ତି । କିଛି ମହିଳା ଏଭଳି ଥାନ୍ତି ଯେଉଁମାନେ ଘରୋଇ ଅତ୍ୟାଚାର କୁ ମୁଣ୍ଡ ନୁଆଇଁ ସହି ଯାଆନ୍ତି । କିନ୍ତୁ କିଛି ମହିଳା ଏପରି ଅଛନ୍ତି…

ମୋଟିଭେସନାଲ୍ ସ୍ପିକର୍ ବିବେକ ବିନ୍ଦ୍ରାଙ୍କ ନାଁରେ ଅଭିଯୋଗ, ପତ୍ନୀଙ୍କୁ ମାରପିଟ୍‌ କରୁଥିବା ନେଇ ଥାନାରେ ଏତଲା

ଲୋକପ୍ରିୟ ମୋଟିଭେସନାଲ୍ ସ୍ପିକର୍ ବିବେକ ବିନ୍ଦ୍ରାଙ୍କ ବିରୋଧରେ ଅଭିଯୋଗ ଆସିଛି । ସ୍ତ୍ରୀକୁ ମାର୍ ପିଟ୍ ସହ ନିର୍ଯାତନା ଦେଉଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି । ବିବେକଙ୍କ ଶଳା ଏହି ଅଭିଯୋଗ କରିଛନ୍ତି। ନୋଏଡା ସେକ୍ଟର ୧୨୬ ପୋଲିସ ତାଙ୍କ ନାମରେ ଘରୋଇ ହିଂସା ମାମଲା ରୁଜୁ କରି ତଦନ୍ତ…

ନିଶାରେ ପତ୍ନୀଙ୍କୁ ଫ୍ରାଇଂ ଫ୍ୟାନରେ ପିଟିଲେ ବିନୋଦ କାମ୍ବଲି, ଥାନାରେ ମାମଲା ଦାଏର କଲେ ପତ୍ନୀ

ପୁଣି ବିବାଦରେ ଫସିଲେ ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି । ବିନୋକ କାମ୍ବଲି ନିଶାଗ୍ରସ୍ତ ଅବସ୍ଥାରେ ପତ୍ନୀଙ୍କୁ ମାରପିଟ୍‌ କରିଥିବା ଅଭିଯୋଗ ହୋଇଛି । ବିନୋଦଙ୍କ ପତ୍ନୀ ଏଣ୍ଡ୍ରିୟା ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଏହା ଅଭିଯୋଗ କରିଛନ୍ତି । ବାନ୍ଦ୍ରା ପୁଲିସ ବନୋଦ…

ଘରୋଇ ହିଂସାକୁ ନେଇ ୨ଗୋଷ୍ଠି ମଧ୍ୟରେ ଉତ୍ତେଜନା: ମହିଳାଙ୍କୁ ଭୁଜାଲିରେ ଆକ୍ରମଣ କଲେ ମହିଳା, ୫ ଆହତ

ବାରିପଦା(କେନ୍ୟୁଜ): ଘରୋଇ ହିଂସାକୁ ନେଇ ୨ଗୋଷ୍ଠି ମଧ୍ୟରେ ଉତ୍ତେଜନା । ଦିନ ଦୁଇ ପ୍ରହରରେ ଭୁଜାଲିରେ ଆକ୍ରମଣ କଲେ ମହିଳା। ମୟୂରଭଞ୍ଜ ଜିଲ୍ଲା ସଦର ଥାନା ସିନ୍ଦୁରଗୌରା ଅଂଚଳରେ ଘରୋଇ ହିଂସାକୁ ନେଇ ୨ଗୋଷ୍ଠି ମଧ୍ୟରେ ଉତ୍ତେଜନା । ସଙ୍ଘବଦ୍ଧ ଭାବେ କିଛି ମହିଳା ଅନ୍ୟ ଏକ ଗୋଷ୍ଠିର ମହିଳାକୁ…

ବୋହୁର ଆକ୍ରମଣରେ ଶ୍ବଶୁର ଆହତ, ମେଡ଼ିକାଲରେ ଚାଲିଛି ଚିକିତ୍ସା

ଭଞ୍ଜନଗର(କେ ନ୍ୟୁଜ): ବୋହୁର ଆକ୍ରମଣରେ ଶ୍ବଶୁର ଆହତ । ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ, ପାଣ୍ଡିଆପଥର ଗାଁରେ ଘଟିଛି ଏଭଳି ଘଟଣା । ଆହତ ଶଶୁର ଜଣକ ହେଲେ, ସେହି ଗାଁର ବୃନ୍ଦାବନ ରଣା । ଆହତ ଅବସ୍ଥାରେ ତାଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଆସିକା ଥାନା ପୋଲିସ…

ବିବାଦରେ ଫସିଲେ ଗାୟକ ହନି ସିଂ, ଘରୋଇ ହିଂସାର ଅଭିଯୋଗ ଆଣିଲେ ପତ୍ନୀ ଶାଲିନୀ

ବଲିଉଡ ଇଣ୍ଡଷ୍ଟ୍ରୀରେ ଗାୟକ ହନି ସିଂଙ୍କ ନାମ ବେଶ ଚର୍ଚ୍ଚିତ। ହନି ସିଂ ଫିଲ୍ମ ଇଣ୍ଡଷ୍ଟ୍ରୀରେ ରାପ୍ କୁ ଏକ ଭିନ୍ନ ଦିଗ ଦେଇଥିଲେ ହନି। ଏଥିପାଇଁ ହନି ସିଂଙ୍କ କୋଟି କୋଟି ପ୍ରଶଂସକ ରହିଛନ୍ତି। ବଲିଉଡର ଅନେକ ସୁପରହିଟ୍ ଗୀତ ହନି ସିଂଙ୍କ ନାମରେ ରହିଛି। କିନ୍ତୁ ଏସବୁ ସତ୍ତ୍ବେ ପୁଣି ବିବାଦ…

ସ୍ୱାମୀ କରଣ ମେହରାଙ୍କଠୁ ନିର୍ଯାତିତ ହେବା ପରେ ମିଡିଆ ସାମ୍ନାକୁ ଆସିଲେ ଅଭିନେତ୍ରୀ ନିଶା

ଟିଭି ଦୁନିଆର ପପୁଲାର ସିରିଏଲ ''ୟେ ରିସ୍ତା କ୍ୟା କେହଲାତା ହେ''ର ଫେମ କରଣ ମେହରା ଏବେ ରହିଛନ୍ତି ଚର୍ଚ୍ଚାରେ । ପର୍ସନାଲ ଲାଇଫକୁ ନେଇ ଉଠିଥିବା ଝଡ଼ ପାଇଁ ସେ ଏବେ ପୁରା ଚର୍ଚ୍ଚାରେ ଅଛନ୍ତି । ପତ୍ନୀ ନିଶା ରାୱଲଙ୍କ ସହ ହୋଇଥିବା ଝଗଡ଼ାକୁ ନେଇ ଏବେ ସେ ମିଡିଆ ଫ୍ରେମର ଫୋକସରେ ରହିଛନ୍ତି ।…

କେନ୍ଦ୍ରାପଡା ପାଟକୁରା ଥାନା ମଦନା ଗାଁରେ ବିଚିତ୍ର ଘଟଣା, ଘରୋଇ କଳହକୁ କେନ୍ଦ୍ର କରି ଛେଳିକୁ ମାଡ଼ ଅଭିଯୋଗ

ମାର୍ଶାଘାଇ : ଘରୋଇ କଳହକୁ କେନ୍ଦ୍ର କରି ଛେଳିକୁ ମାଡ଼ ଅଭିଯୋଗ। ଛେଳିକୁ ନେଇ ଥାନାରେ ପହଞ୍ଚିଲେ ମାଲିକ। କେନ୍ଦ୍ରାପଡା ପାଟକୁରା ଥାନା ମଦନା ଗାଁରେ ଘଟିଛି ଏଭଳି ଘଟଣା। ଗାଁର ରୂପା ମଲ୍ଲିକ ଓ ହିନା ମଲ୍ଲିକ ଦୁଇ ଯାଆଙ୍କ ମଧ୍ୟରେ ଜାଗା ବାଡ଼ିକୁ କେନ୍ଦ୍ର କରି ଝଗଡା ହୋଇଥିଲା। ଏଥିରେ…

ଯାଜପୁର: ବିଂଝାରପୁର ସୟଦପୁର ଗାଁରେ ଅଭାବନୀୟ ଘଟଣା, ପାରିବାରିକ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଅଭିଯୋଗ

ଯାଜପୁର ଟାଉନ(କେନ୍ୟୁଜ୍):ପାରିବାରିକ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଅଭିଯୋଗ । ଯାଜପୁର ଜିଲା ବିଂଝାରପୁର ଥାନା ଅନ୍ତର୍ଗତ ସୟଦପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ଶେଖ ଜାହାଙ୍ଗିର । ଜାହାଙ୍ଗିରକୁ ପରିବାରର ସଦସ୍ୟ ହତ୍ୟା କରିଥିବା ତାଙ୍କ ଭାଈ ବିଂଝାରପୁର ଥାନାରେ…

ଘରୋଇ ହିଂସା ଉପରେ ନଜର ରଖିବାକୁ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ପରିସଂଖ୍ୟାନ ହ୍ରାସ ପାଉଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତି କରିଛନ୍ତି । ଏହା ରାଜ୍ୟ ପାଇଁ ଭଲ ସଂକେତ ବୋଲି କହିଛନ୍ତି ନବୀନ । ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ…