ହର୍ମୁଜ ସଙ୍କଟ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, ରୁଷଠାରୁ ତୈଳ କ୍ରୟ କରିବ ଭାରତ
ଆମେରିକା : ହର୍ମୁଜ୍ ସଙ୍କଟ ମଧ୍ୟରେ ଆମେରିକା ରୁଷଠାରୁ ଭାରତର ତୈଳ କ୍ରୟ ଛାଡ଼କୁ ବୃଦ୍ଧି କରିଛି । ଟ୍ରେଜେରୀ ସଚିବ ସ୍କଟ୍ ବେସାଣ୍ଟ ଆମେରିକା ଛାଡ଼କୁ ବୃଦ୍ଧି କରିବ ନାହିଁ ବୋଲି କହିବାର ମାତ୍ର ଦୁଇ ଦିନ ପରେ ଟ୍ରମ୍ପ ପ୍ରଶାସନର ଏହି ନିଷ୍ପତ୍ତି ସାମ୍ନାକୁ ଆସିଛି । ଆମେରିକା ଆଉ ଗୋଟିଏ…