Browsing Tag

donald trump

ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ଗୋଟିଏ ମଞ୍ଚରେ ଜୋ ବିଡେନ୍‌ ଓ କମଲା ହାରିସ୍‌, ପ୍ରଥମ ପ୍ରତିକ୍ରିୟାରେ…

ଆମେରିକା: ଆମେରିକା ନିର୍ବାଚନରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଡେମୋକ୍ରାଟିକ ପାର୍ଟିର କମଲା ହାରିସଙ୍କ ନାଁ ଘୋଷିତ। ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍‌, ହାରିସ୍‌ଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ଦଳର ପ୍ରାର୍ଥୀ ଘୋଷଣା କରିଛନ୍ତି । ପ୍ରାର୍ଥୀ ଘୋଷଣା ପରେ ଜୋ ବିଡେନ୍‌,…

ଆମେରିକା ହ୍ଵାଇଟ୍‌ ହାଉସ୍‌ ବାହାରେ ଫାୟାରିଂ, ରାଷ୍ଟ୍ରପତି ଟ୍ରମ୍ପ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ହଠାତ୍ ହେଲା…

ଆମେରିକା: ଆମେରିକା ହ୍ଵାଇଟ୍‌ ହାଉସ୍‌ ବାହାରେ ଫାୟାରିଂ । ହେଲେ ସ୍ଥିତି ନିୟନ୍ତ୍ରଣରେ ରହିଛି । ଟ୍ରମ୍ପ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ଫାୟାରିଂ ହୋଇଥିଲା । ଏହା ପରେ ଟ୍ରମ୍ପଙ୍କୁ ସୁରକ୍ଷିତ ନିଆଯାଇଥିଲା । ଏନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ…

ଆରମ୍ଭ ହେଲା “ମୋଡର୍ନା” ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ, ଖୁବ ଶୀଘ୍ର କରୋନା ଭ୍ୟାକସିନ ନେଇ ଆଶାବାଦୀ…

ବିଶ୍ୱରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା । ରିପୋର୍ଟ ଅନୁଯାୟୀ ଏଯାବତ ବିଶ୍ୱରେ ସାଢେ 6 ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଲାଣି ଏହି ମାରାତ୍ମକ ଭାଇରସ । ଆକ୍ରାନ୍ତ ଦେଶ ମାନଙ୍କ ତାଲିକାରେ ଆମେରିକାର ସ୍ଥାନ ପ୍ରଥମରେ ଥିବା ବେଳେ ଦ୍ଵିତୀୟରେ ଅଛି ଭାରତ । ବିଶ୍ୱକୁ ଏକ…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରିବା ପାଇଁ ୱାରେଣ୍ଟ ଜାରି

ବାଗଦାଦର ଡ୍ରୋନ୍‌ ଷ୍ଟ୍ରାଇକରେ ଆମେରିକାର ଜଣେ ବରିଷ୍ଠ ଜେନେରାଲଙ୍କ ମୃତ୍ୟୁକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅନ୍ୟ ଦଶଜଣଙ୍କୁ ଗିରଫ ପାଇଁ ୱାରେଣ୍ଟ ଜାରି କରି ଇରାନ ଇଣ୍ଟରପୋଲରୁ ସହାୟତା ଲୋଡିଛି । ସୋମବାର ଜଣେ ସ୍ଥାନୀୟ ଓକିଲ ଏହି ସୂଚନା ଦେଇଛନ୍ତି । ଇରାନର ଏହି…

ମାର୍କ ଜୁକରବର୍ଗଙ୍କ ନିରବତା ଉପରେ ପ୍ରଶ୍ନ କରିଥିବା କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କଲା Facebook

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଧମକପୂର୍ଣ୍ଣ ପୋଷ୍ଟ ଉପରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ବୋଲି ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ସହ ଆଲୋଚନା କରିଥିବା କର୍ମଚାରୀଙ୍କୁ ଫେସବୁକ ଚାକିରିରୁ ବିଦା କରିଛି। ୟୁଜର ଇଣ୍ଟରଫେସ ଇଞ୍ଜିନିୟର…

ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ପୋଷ୍ଟ ପାଇଁ ଫେସ୍‌ବୁକ୍‌ ସିଇଓ ଜୁକରବର୍ଗଙ୍କୁ ଘେରିଲେ କର୍ମଚାରୀ, କହିଲେ ‘ଆମେ…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ପୋଷ୍ଟକୁ ନ ହଟାଇବାକୁ ନେଇ ଫେସ୍‌ବୁକର କର୍ମଚାରମାନେ ସିଇଓ ଜୁକରବର୍ଗଙ୍କୁ ଘେରିଛନ୍ତି। ୯୦ ମିନିଟ୍‌ର ଭିଡିଓ କଲ୍‌ରେ ଜୁକରବର୍ଗଙ୍କୁ କର୍ମଚାରୀଙ୍କ ଏକାଧିକ କଡ଼ା ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଛି। ଆମେରିକାରେ କୃଷ୍ଣକାୟ ଲୋକଙ୍କ…

ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କଲେ ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ: ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କଲେ ଆମେରିକା ରାଷ୍ଟ୍ରପତି। ଏଥିପାଇଁ ମୋଦିଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ। ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ଜି-୭ ସମ୍ମିଳନୀରେ ଯୋଗ ଦେବାକୁ…

ହ୍ଵାଇଟ୍‌ ହାଉସ୍‌ ଯାଏଁ ପହଞ୍ଚିଲା ବିକ୍ଷୋଭ, ସୁରକ୍ଷା ଦୃଷ୍ଟିରୁ ବଙ୍କରରେ ରହିଲେ ରାଷ୍ଟ୍ରପତି ଟ୍ରମ୍ପ୍‌

ଶୁକ୍ରବାର ରାତିରେ ହ୍ଵାଇଟ୍‌ ହାଉସ୍‌ ସାମ୍ନାରେ ଶତାଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଆମେରିକା ରାଷ୍ଟ୍ରପତିଙ୍କୁ ବଙ୍କରରେ ଲୁଚାଇଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଗୁଇନ୍ଦା ଏଜେଣ୍ଟମାନେ ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ। ଟ୍ରମ୍ପ ପ୍ରାୟ ଘଣ୍ଟାଏ କାଳ ବଙ୍କର ମଧ୍ୟରେ ଅତିବାହିତ…

କରୋନା ମୃତକଙ୍କୁ ଗଭୀର ସମବେଦନା ଜଣାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ

ଏପର୍ଯ୍ୟନ୍ତ ବିଶ୍ୱରେ ୩ ଲକ୍ଷ ୬୨ ହଜାର ଜଣଙ୍କ ଜୀବନ ନେଲାଣି ମହାମାରୀ କରୋନା ଭାଇରସ । ବିଶ୍ୱବ୍ୟାପୀ ମୃତ୍ୟୁର ତାଣ୍ଡବ ରଚୁଛି ମହାମାରୀ । ଦିନ କୁ ଦିନ ଇଂଲଣ୍ଡରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱ କରୋନା ପ୍ରଭାବିତ ତାଲିକାର ୫ମ ସ୍ଥାନରେ ରହିଛି ଇଂଲଣ୍ଡ…

ଭାରତକୁ ଭେଣ୍ଟିଲେଟର ଦାନ କରିବ ଆମେରିକା, ଟ୍ରମ୍ପ କହିଲେ- ମୋଦି ମୋର ବହୁତ ଭଲ ବନ୍ଧୁ ମୁଁ ତାଙ୍କ ସହିତ ଅଛି !

ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ କହିଛନ୍ତି, 'ମୁଁ ଏହା କହିବାକୁ ଗର୍ବ ଅନୁଭବ କରୁଛି ଯେ ଆମେରିକା ନିଜର ବନ୍ଧୁ ଭାରତକୁ ଭେଣ୍ଟିଲେଟର ଦାନ କରିବ। ଏହି ମହାମାରୀ କରୋନା ସହ ଲଢେ଼ଇ କରିବାକୁ ଭାରତ ଏବଂ ପିଏମ ମୋଦିଙ୍କ ସହିତ ଛିଡା ହୋଇଛି ଆମେରିକା। ଆମେ ଟୀକାର ବିକଶିତ…

ଆମେରିକାରେ କରୋନା ମୃତୁସଂଖ୍ୟାକୁ ନେଇ ଟ୍ରମ୍ପ କଲେ ଏପରି ଆକଳନ, ଦେଲେ ସତର୍କ ସୂଚନା

କରୋନା ସଂକ୍ରମଣ ଯୋଗୁ ଆମେରିକାରେ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଗାମୀ ଦିନରେ କରୋନା ମୃତ୍ୟୁ ସଂଖ୍ୟା ଆମେରିକାରେ ଲକ୍ଷେ ଟପିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସତର୍କ ସୂଚନା ଦେଇଛନ୍ତି। ଟ୍ରମ୍ପ ସରକାର କରୋନା ମୁକାବିଲା ଯୋଜନାବଦ୍ଧ ଭାବେ କାମ…

କରୋନାର ସୃଷ୍ଟିକୁ ନେଇ ମୁହଁ ଖୋଲିଲା WHO, ମନୁଷ୍ୟକୃତ ନୁହେଁ ବରଂ ଏହି ଉପାୟରେ ଜନ୍ମିଛି ଭାଇରସ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ ସ୍ଥିତିର ମୁଖ୍ୟ ଡାକ୍ତର ମାଇକେଲ ରାୟନ କହିଛନ୍ତି ଯେ WHO ର ବିଶ୍ୱାସ ଅଛି ଯେ କରୋନା ଭାଇରସ ପ୍ରାକୃତିକ ଭାବେ ସୃଷ୍ଟି ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କରୋନାକୁ ମନୁଷ୍ୟକୃତ ଭାଇରସ କହିବା ପରେ ଏହାର ଉତ୍ତରରେ WHO ତରଫରୁ ଏହା…