Browsing Tag

donald trump

ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଆକାଉଣ୍ଟକୁ ୨ବର୍ଷ ପାଇଁ ସସପେଣ୍ଡ କଲା ଫେସବୁକ୍‌

ସୋସିଆଲ ମିଡିଆ କମ୍ପାନୀ ଫେସବୁକ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ଦୁଇ ବର୍ଷ ପାଇଁ ସସ୍ପେଣ୍ଡ କରିଛି । ଫେସବୁକର ଏହି ନିଷ୍ପତ୍ତି ୭ ଜାନୁଆରୀ ୨୦୨୧ରୁ ରଦ୍ଦ କରିଥିଲା। ଏହାପୂର୍ବରୁ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ମଧ୍ୟ…

ଦୀର୍ଘଦିନ ପରେ ମୁହଁ ଖୋଲିଲେ ଟ୍ରମ୍ପ, ଚୀନର ଉହାନରୁ ହିଁ ଆସିଛି କରୋନା

ନୂଆଦିଲ୍ଲୀ : ଶେଷରେ ଶତ୍ରୁ ବି ମାନିଲେ କରୋନା ଭାଇରସ ଚୀନରୁ ଆସିଛି । ଏହା କହିଛନ୍ତି ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । କରୋନା ଭାଇରସ ଚୀନର ଉହାନ ଲ୍ୟାବରୁ ସୃଷ୍ଟି ହୋଇଛି । ପ୍ରଥମରୁ ଏହି କଥା କହି ଆସୁଛି, ଯାହା ଏବେ ସତ୍ୟ ପ୍ରମାଣିତ ହୋଇଛି ବୋଲି ଟ୍ରମ୍ପ କହିଛନ୍ତି ।…

ନିଜର ଅଲଗା ସୋସିଆଲ ମିଡିଆ ପ୍ଲାଟଫର୍ମ ଆରମ୍ଭ କରିବେ ଡୋନାଲ୍ଡ ଟ୍ରମ୍ପ, ବ୍ୟାନ୍‌କୁ ନେଇ ଟ୍ଵିଟର ଏବଂ ଫେସ୍‌ବୁକକୁ…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣିଥରେ ସୋସିଆଲ ମିଡିଆକୁ ଫେରିବାକୁ ପ୍ରସ୍ତୁତି ଚଳାଇଛନ୍ତି। କିନ୍ତୁ ଏଥର ସେ ନିଜର ଏକ ଅଲଗା ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ୍‌ କରିବାକୁ ଯାଉଛନ୍ତି। ଏ ନେଇ ଟ୍ରମ୍ପ୍‌ଙ୍କ ପୁରୁଣା ପରାମର୍ଶଦାତା ତଥା ପ୍ରବକ୍ତା ଜେସନ ମିଲର ସୂଚନା…

ବାଇଡେନ୍‌ଙ୍କ ଶପଥ ଗ୍ରହଣ ପୂର୍ବରୁ ଶେଷ ଥର ପାଇଁ ହ୍ଵାଇଟ୍‌ ହାଉସ୍‌ ଛାଡ଼ିଲେ ଡୋନାଲ୍‌ଡ୍‌ ଟ୍ରମ୍ପ

କେନ୍ୟୁଜ୍(ବ୍ୟୁରୋ):   ହ୍ଵାଇଟ୍‌ ହାଉସ୍‌ ଛାଡ଼ିଲେ ଟ୍ରମ୍ପ । ବାଇଡେନ୍‌ଙ୍କ ଶପଥ ଗ୍ରହଣ ପୂର୍ବରୁ ଶେଷ ଥର ପାଇଁ ହ୍ଵାଇଟ୍‌ ହାଉସ୍‌ ଛାଡ଼ିଲେ ଡୋନାଲ୍‌ଡ୍‌ ଟ୍ରମ୍ପ। ପତ୍ନୀ ମେଲାନିଆଙ୍କୁ ସାଙ୍ଗରେ ଧରି ହ୍ଵାଇଟ୍‌ ହାଉସ୍‌ ଛାଡ଼ିଲେ ଟ୍ରମ୍ପ । ହ୍ଵାଇଟ୍‌ ହାଉସ୍‌ରୁ ଏକ ହେଲିକପ୍‌ଟର ଯୋଗେ…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା, ଆଗତ ମହାଭିଯୋଗ ପ୍ରସ୍ତାବ ପ୍ରତିନିଧି ସଭାରେ ଗୃହୀତ

ଆମେରିକା: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା । ତାଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ ପ୍ରତିନିଧି ସଭାରେ ଗୃହୀତ ହୋଇଛି । ଦୀର୍ଘ ୧୦ ଘଣ୍ଟାର ବିତର୍କ ପରେ ଭୋଟ୍‌ ଗ୍ରହଣ ହୋଇଥିଲା । ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ୨୩୨ ଜଣ ସାଂସଦ ଭୋଟ୍‌ ଦେଇଥିବା ବେଳେ…

ଫେସବୁକ ଓ ଟ୍ବିଟର ପରେ ଟ୍ରମ୍ପଙ୍କ ୟୁଟ୍ଯୁବ ଚ୍ଯାନେଲକୁ ବ୍ଯାନ୍ କଲା ଗୁଗଲ, ଏବେ ଆଉ କିଛି କରିପାରିବେନି ଅପଲୋଡ୍

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୟୁଟ୍ଯୁବ ଆକାଉଣ୍ଟକୁ ବ୍ଲକ କରିଛି ଗୁଗଲ। ଟ୍ରମ୍ପଙ୍କର ଏହା ଅଫିସିଆଲ ଆକାଉଣ୍ଟ। ଗତ କିଛିଦିନ ତଳେ ଟ୍ରମ୍ପଙ୍କ ଫେସବୁକ ଏବଂ ଟ୍ବିଟର ଆକାଉଣ୍ଟକୁ ବ୍ଯାନ୍ ହୋଇଥିଲା। ପରେ ଟ୍ବିଟର ପକ୍ଷରୁ ତାଙ୍କ ଆକାଉଣ୍ଟକୁ ରିଷ୍ଟୋର କରାଯାଇଥିଲା ସତ…

ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆମେରିକା ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଗତ, ଆଜି ପ୍ରତିନିଧି ସଭାରେ ହୋଇପାରେ ମତଦାନ

ଆମେରିକା: ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆମେରିକା ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଛି । ତାଙ୍କୁ ପଦଚ୍ୟୁତ କରିବା ପାଇଁ ଡେମୋକ୍ରାଟିକ୍‌ ପାର୍ଟି ପକ୍ଷରୁ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇଛି । ସମ୍ବିଧାନର ୨୫ ତମ ସଂଶୋଧନ ବଳରେ ଟ୍ରମ୍ପଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ସଂସଦରେ ପ୍ରସ୍ତାବ…

ଆମେରିକା ସଂସଦକୁ ଘେରାଉ କଲେ ଟ୍ରମ୍ପଙ୍କ ସମର୍ଥକ: ହିଂସାରେ ୪ ଜଣଙ୍କ ମୃତ୍ୟୁ, ଅନେକ ଆହତ

ଆମେରିକା: ଆମେରିକାର ୩ ଶହ ବର୍ଷ ଇତିହାସରେ ପ୍ରଥମ । ନିର୍ବାଚନରେ ପରାଜୟ ବରଣ କରିଥିବା ଜଣେ ରାଷ୍ଟ୍ରପତି ନିଜର ପରାଜୟ ସ୍ୱୀକାର କରିବାକୁ ରାଜି ନୁହନ୍ତି । ତାଙ୍କ ସମର୍ଥକମାନେ ଆମେରିକା ସଂସଦକୁ ଘେରାଉ କଲେ । ଟ୍ରମ୍ପଙ୍କ ସମର୍ଥକ ସଂସଦରେ ମଧ୍ୟ ପ୍ରବେଶ କରିଥିଲେ । ରାଷ୍ଟ୍ରପତି ନିର୍ବାଚନ…

ନିର୍ବାଚନର ଫଳାଫଳ ବଦଳାଇବା ପାଇଁ ଅଧିକାରୀଙ୍କ ଉପରେ ଚାପ ପକାଉଛନ୍ତି ଡୋନାଲ୍ଡ ଟ୍ରମ୍ପ, ଭାଇରାଲ ହେଲା ଅଡିଓ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍‌ ଅଧିକ ଭୋଟ୍‌ ପାଇ ବିଜୟ ହାସଲ କରିଛନ୍ତି। ନବ ନିର୍ବାଚିତ ରାଷ୍ଟ୍ରପତି ବାଇଡେନ୍‌ ୨୦ ଜାନୁଆରୀରେ ପଦ ଭାର ସମ୍ଭାଳିବେ। ଏହା ପରେ ମଧ୍ୟ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ହାରକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନାହାନ୍ତି।…

ମୋଦିଙ୍କୁ ମିଳିଲା ଆମେରିକାର ପ୍ରତିଷ୍ଠିତ ‘Legion of Merit’ ସମ୍ମାନ, ଟ୍ରମ୍ପ କଲେ ସମ୍ମାନିତ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଓ ଆମେରିକା ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜବୁତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାର ପ୍ରତିଷ୍ଠିତ ‘ଲିଜନ୍ ଅଫ୍ ମେରିଟ୍’ ଆଓ୍ୱାର୍ଡ ସମ୍ମାନରେ ସମ୍ମାନିତ କରିଛନ୍ତି। ଆମେରିକାରେ ଅବସ୍ଥାପିତ ଭାରତୀୟ…

ଏହି ସର୍ତ୍ତ ସହିତ ହ୍ଵାଇଟ ହାଉସ ଛାଡିବା ପାଇଁ ରାଜି ହେଲେ ଡୋନାଲ୍ଡ ଟ୍ରମ୍ପ

ନିକଟରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଯାଇଛି। ଏହି ନିର୍ବାଚନରେ ଗଣତାନ୍ତ୍ରିକ ଦଳର ପ୍ରତିନିଧି ଜୋ ବାଇଡନ୍‌ ୨୭୦ ଅଧିକ ଭୋଟ ପାଇ ବିଜୟୀ ଲାଭ କରିଛନ୍ତି। ଏଥିସହିତ ଜୋ ବାଇଡନ୍‌ ନିଜ ନୂଆ କ୍ୟାବିନେଟର ନାମ ମଧ୍ୟ ଘୋଷଣା କରିଛନ୍ତି । ଜାନୁଆରୀ ମାସ ୨୦ ତାରିଖ ମଧ୍ୟରେ ବାଇଡନ୍‌…

ରାଷ୍ଟ୍ରପତି ନିର୍ବାଚନ ସରିବାର ସପ୍ତାହେ ପରେ ଭୋଟ୍‌ ଅପିଲ କଲେ ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ, ସୋସିଆଲ ମିଡିଆରେ ଟ୍ରୋଲ…

ଆମେରିକା ରାଷ୍ଟ୍ରପତି ନିର୍ବାଚନର ସପ୍ତାହେ ପରେ ବାପାଙ୍କ ପାଇଁ ଭୋଟ ମାଗି ଲୋକହସାର ଶିକାର ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଏରିକ୍‌ ଟ୍ରମ୍ପ। ଏହି କାରଣରୁ ସୋସିଆଲ ମିଡିଆରେ ତାଙ୍କ ମଜାକ୍‌ ଉଡ଼ାଇଛନ୍ତି ୟୁଜର୍ସ। ମଙ୍ଗଳବାର ଦିନ ଏରିକ୍‌ ଭୋଟ୍‌ ଦେବାକୁ ଅପିଲ କରି ଟ୍ଵିଟ୍‌ କରିଥିଲେ ଓ…