Browsing Tag

donate

ସଂସାର ତ୍ୟାଗ କରି ସନ୍ନ୍ୟାସ ଗ୍ରହଣ ପୂର୍ବରୁ ୨୦୦ କୋଟି ଦାନ କଲେ ଦମ୍ପତି

ସଂସାର ତୁଛ ଲାଗିଲା । ଏବେ ମୋକ୍ଷ ସନ୍ଧାନରେ ଯିବେ । ସନ୍ନ୍ୟାସ ଗ୍ରହଣ ପୂର୍ବରୁ ୨୦୦ କୋଟି ଦାନ କରିଦେଲେ ଗୁଜରାଟ ଦମ୍ପତି । ଏହି ବ୍ୟବସାୟୀ ଦମ୍ପତି ହେଉଛନ୍ତି ଭବେଶ ଭଣ୍ଡାରୀ ଓ ତାଙ୍କ ପତ୍ନୀ । ଏମାନେ ଜୈନ ଧର୍ମରେ ଦିକ୍ଷିତ । ଗତ ଫେବ୍ରୁଆରୀରେ ଏକ ଉତ୍ସବ ଅବସରରେ ସେ ତାଙ୍କର ସମସ୍ତ…

ଭାଲେଣ୍ଟାଇନ୍‌ ଡେ’ ରେ ସ୍ୱାମୀଙ୍କୁ ଲିଭର ଉପହାର ଦେଲେ ସ୍ତ୍ରୀ

ଭାଲେଣ୍ଟାଇନ୍‌ ଡେ ବା ପ୍ରେମ ଦିବସ । ଏକାଠି ହୋଇ ହୃଦୟ ଯୋଡିବେ ଓ ଭବିଷ୍ୟତ ପାଇଁ ସୁନେଲୀ ସ୍ୱପ୍ନ ଦେଖିନ୍ତି ପ୍ରେମପକ୍ଷୀ। । ଏହି ଦିନରେ ପ୍ରେମୀ ଯୁଗଳ ପରସ୍ପରକୁ ସଂକଳ୍ପ କରିଥାନ୍ତି ସେମାନଙ୍କ ପ୍ରେମ ଶାସ୍ୱତ ଓ ଅମର ହୋଇ ରହିଥାଉ । କିଏ ଗିଫ୍ଟ ତ ଆଉ କିଏ ଫୁଲ ଦେଇ ନିଜର ପ୍ରେମର…

ମୁମ୍ବାଇ: ଟାଟା ମେମୋରିଆଲ ହସ୍ପିଟାଲକୁ ବୃଦ୍ଧାଙ୍କ ବୃହତ୍‌ ଦାନ, ଦେଇ ଦେଲେ ୧୨୦ କୋଟି ମୂଲ୍ୟର ପିତୃପୁରୁଷ ଜମି

ମୁମ୍ବାଇର ଜଣେ ବୃଦ୍ଧା ଟାଟା ମେମୋରିଆଲ ହସ୍ପିଟାଲକୁ ନିଜ ପିତୃପୁରୁଷ ଜମି ଦାନ କରି ଦେଇଛନ୍ତି। ଜମିର ମୂଲ୍ୟ ପାଖାପାଖି ୧୨୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି, ଯାହାକି ହସ୍ପିଟାଲଠାରୁ ପ୍ରାୟ ୪୦୦ ମିଟର ଦୂରରେ ଅବସ୍ଥିତ। ଜମି ଦାନ କରିଥିବା ଏହି ବୃଦ୍ଧାଙ୍କ ନାଁ ଦୀପିକା ମୁଣ୍ଡଲେ,…

ଅମାବାସ୍ଯାରେ ରାଶି ଅନୁଯାୟୀ ଦାନ କରନ୍ତୁ ଏହିସବୁ ଜିନିଷ, ପୂର୍ଣ୍ଣ ହେବ ମନସ୍କାମନା

ଆସନ୍ତାକାଲି ଅର୍ଥାତ ରବିବାର ୨୧ ଜୁନରେ ଆଷାଢ ଅମବାସ୍ଯା ପାଳନ କରାଯିବ। ହିନ୍ଦୁ ପଚାଂଗ ଅନୁଯାୟୀ ଆଷାଢ ମାସ ଅମବାସ୍ଯାର ବିଶେଷ ମହତ୍ତ୍ବ ରହିଥାଏ କାରଣ ଏହି ଅମବାସ୍ଯା ପରେ ବର୍ଷା ଋତୁ ଆସିଥାଏ। ଆଷାଢ ଅମବାସ୍ଯାରେ ପୂର୍ବଜଙ୍କ ଆତ୍ମା ଶାନ୍ତି ପାଇଁ ଗଙ୍ଗା ସ୍ନାନ କରିବାର ବିଶେଷ ମହତ୍ତ୍ବ…

କରୋନା ମୁକାବିଲା ପାଇଁ ନିଜ ସଞ୍ଚୟ ଟଙ୍କା ଦାନ କଲେ ମୋଦିଙ୍କ ମା’, ଦେଲେ ଏତିକି ଅର୍ଥ

କରୋନା ଭାଇରସ ସହ ଏବେ ସାରା ବିଶ୍ୱ ଲଢ଼ୁଛି। ଟୀକା ବା କୌଣସି ମେଡ଼ିସିନ ବାହାରିନଥିବାରୁ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି। ଭାରତ ମଧ୍ୟ ଏହି ମହାମାରୀ ସହ ଯୁଦ୍ଧ ଜାରି ରଖିଛି। କରୋନା ସହ ଚାଲିଥିବା ଏହି ଲଢ଼େଇରେ ଦେଶର ପ୍ରତ୍ୟେକ ନାଗରିକ ସାହାଯ୍ୟର ହାତ ବଢ଼ାଇବାକୁ…

କନ୍ଧମାଳ:ଅସମ୍ପୂର୍ଣ୍ଣ ମନ୍ଦିରର ନିର୍ମାଣ ପାଇଁ ସହାୟତାର ହାତ ବଢାଇଲେ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ,…

କେନ୍ୟୁଜ୍(ବ୍ୟୁରୋ): କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତଙ୍କ ବ୍ୟକ୍ତିଗତ ସହାୟତା ରାଶି ପ୍ରଦାନ । ନିଜସ୍ୱ ୫୧ହଜାର ଟଙ୍କା ନଗଦ ସହାୟତା ପ୍ରଦାନ କଲେ କନ୍ଧମାଳ ସାଂସଦ । ବାଲିଗୁଡ଼ା ବ୍ଳକ ବିଜେଡି ସଭାପତି ଟୁନା ଦାସଙ୍କ ଉପସ୍ଥିତିରେ ଡ.ଅଚ୍ୟୁତ ସାମନ୍ତଙ୍କ ପ୍ରତିନିଧିତ୍ୱରେ ଅସମ୍ପୂର୍ଣ୍ଣ…

ବିଗ୍ ବିଙ୍କ ବିଗ୍ ହାର୍ଟ, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟରେ ଅଭିଭୂତ ହୋଇ କିସ୍‌କୁ ଦେଲେ…

କେନ୍ୟୁଜ୍(ବ୍ୟୁରୋ): କିସ୍‌କୁ ୧୧ ଲକ୍ଷ ଟଙ୍କା ଦାନ କଲେ ବିଗ୍‌ ବି ଅମିତାଭ୍‌ ବଚ୍ଚନ । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟରେ ଅଭିଭୂତ ହୋଇ କିସ୍‌କୁ ସହାୟତାର ହାତ ବଢ଼ାଇଛନ୍ତି ବିଗ୍‌ ବି । ଅମିତାଭ୍‌ ନିଜ ବ୍ୟକ୍ତିଗତ ପାଣ୍ଠିରୁ କିସ୍‌କୁ ୧୧ ଲକ୍ଷ ଟଙ୍କା ଦାନ…