ପୁଅ ମୋର କଳାଠାକୁର ସବୁ ସମ୍ପତ୍ତି ଏବେ ତାର, ଜମି ବିକି ମହାପ୍ରଭୁଙ୍କୁ ୨୦ ଲକ୍ଷ ଟଙ୍କା ଦାନ କରିଦେଲେ ବୃଦ୍ଧା
ବାଲେଶ୍ୱର(କେନ୍ୟୁଜ୍): ଜମି ବିକି ମହାପ୍ରଭୁଙ୍କୁ ୨୦ ଲକ୍ଷ ଟଙ୍କା ଦାନ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ସଦାନନ୍ଦପୁରର ସୁପ୍ରଭା ପଣ୍ଡା ନିଜ ଜମି ବିକି ଶ୍ରୀମନ୍ଦିର ଫାଉଣ୍ଡେସନକୁ ୨୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଚେକ ଗ୍ରହଣ କରିବା ସହ ମହାପ୍ରଭୁଙ୍କ…