Browsing Tag

donation

ଦୀର୍ଘ ଦିନ ଧରି ସାଇତିଥିଲେ ୨ ଲକ୍ଷ, ମୋ କଲେଜ୍‌ ଅଭିଯାନକୁ ଦାନ କଲେ ସବୁ ଟଙ୍କା

ଜଗତସିଂହପୁର (କେନ୍ୟୁଜ): ଗୋଟିଏ ଗୋଟିଏ ଟଙ୍କା ସଞ୍ଚୟ କରି ରଖିଥିଲେ ଦୁଇ ଲକ୍ଷ । ଘରର ବୟସ୍କ ବ୍ୟକ୍ତି ଓ ସମ୍ପର୍କୀୟମାନେ ଯିଏ ଯାହା ଦେଲେ ତାକୁ ସାଇତି ରଖୁଥିଲେ । ଏମିତି ଦୀର୍ଘ ଦିନ ଧରି ରଖୁଥିଲେ ଟଙ୍କା, ଯାହା ଧିରେ ଧିରେ ଦୁଇ ଲକ୍ଷରେ ପହଞ୍ଚିଥିଲା । କିନ୍ତୁ ଏତେ ଟଙ୍କା ସଞ୍ଚୟ ପରେ…

ରାମମନ୍ଦିରକୁ ମିଳିଛି କୋଟି କୋଟି ଟଙ୍କାର ଦାନ, ସବୁଠୁ ଆଗରେ ରହିଛନ୍ତି ଭାରତୀୟ ସେଲିବ୍ରିଟି

ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି । ମୁଖ୍ୟ ଯଜମାନ ଦାୟିତ୍ୱ ନିର୍ବାହ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ କଲେ । ୧୨ଟା ୨୯ ମିନିଟ ୮ ସେକେଣ୍ଡରୁ ୧୨ଟା ୩୦ମିନିଟ ୩୨…

୫୭ କୋଟି ଟଙ୍କା ଦାନ କଲେ ଆଇଆଇଟି ବମ୍ବେର ୧୯୯୮ ବ୍ୟାଚ୍‌, ଭାଙ୍ଗିଲେ ସମସ୍ତ ରେକର୍ଡ

ପାଠ ପଢ଼ିବା ପରେ ଲୋକମାନେ ନିଜ ନିଜ ଚାକିରିରେ ବହୁତ ବ୍ୟସ୍ତ ହୋଇ ଯାଆନ୍ତି । ନିଜ କର୍ମମୟ ଜୀବନରେ ଏତେ ବ୍ୟସ୍ତ ହୋଇଯାଆନ୍ତି ଯେ ସେମାନେ ନିଜ ପରିବାର ବ୍ୟତୀତ ଆଉ କାହା ପାଇଁ ବି ସମୟ ଦେଇ ପାରନ୍ତି ନାହିଁ । ଏପରି ସ୍ଥିତିରେ ନିଜ ସ୍କୁଲ ବା କଲେଜକୁ କିଏ ବା କାହିଁକି ମନେ ରଖିବ । କିନ୍ତୁ…

୧ କୋଟି ଟଙ୍କା ଦାନ କଲେ ଖିଲାଡି କୁମାର

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜ ବଦାନ୍ୟ କାର୍ଯ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଜମ୍ମୁ-କଶ୍ମୀରରେ ଏକ ସ୍କୁଲର ପୁନଃନିର୍ମାଣ ପାଇଁ ସେ ୧ କୋଟି ଟଙ୍କା ଦାନ କରିଥିବା ଜଣାପଡିଛି। ନିକଟରେ ଅକ୍ଷୟ କଶ୍ମୀରର ବର୍ଡର ସିକ୍ୟୁରିଟୀ ଫୋର୍ସ(ବିଏସ୍‌ଏଫ୍‌) ଯବାନଙ୍କୁ ଭେଟିଥିଲେ। ଏହି ଗସ୍ତ…

ହୃଦୟବାନ କୁନି ଈଶାନ, ଲକଡାଉନରେ ଖରାରେ ଡ୍ୟୁଟି କରୁଥିବା ପୋଲିସଙ୍କ ସୁରକ୍ଷା ପାଇଁ ନିଜ ସଞ୍ଚିତ ୪୩ ହଜାର ଟଙ୍କା କଲେ…

କେନ୍ୟୁଜ୍(ବ୍ୟୁରୋ):  କୁନି ଈଶାନର ହୃଦୟବାନ କାମ। ପୋଲିସ କମିଶନରଙ୍କୁ ଦାନ କଲା ନିଜ ସଂଚିତ ଅର୍ଥ। ଯେଉଁ ବୟସରେ ନିଜ ସଞ୍ଚିତ ପିଇସାରେ ଖେଳନା କିଣି ଓ ଚକଲେଟି ନିଜ ମନୋରଞ୍ଜନ କରିବା କଥା ସେହି ବୟସରେ ଏକ ମହାନ କାମ କରିଛନ୍ତି  କୁନି ଶିଶୁ ଇଶାନ। କୋଭିଡ଼ ପାଇଁ ଲକଡାଉନ ଡ୍ୟୁଟିରେ ଥିବା…

ଅର୍ଥ ରୋଜଗାର କରିବା ପରେ ନିଶ୍ଚିତ କରନ୍ତୁ ଏହି ଦୁଇଟି କାମ, ନଚେତ ନଷ୍ଟ ହୋଇଯିବ ଧନ

ଯେଉଁ ଲୋକ ନିଜ ଜୀବନ ଯାକ ପଇସା ରୋଜଗାର କରିପାରେ ଲାଗିପଡେ, ତାର ଧନ ନଷ୍ଟ ହୋଇଯିବାର ସମ୍ଭାବନା ଅଧିକ ଥାଏ। କାରଣ ସେହି ବ୍ୟକ୍ତିର ମୃତ୍ୟୁ ପରେ ତା’ ସଞ୍ଚିତ ଧନରେ ଅନ୍ୟ ଲୋକ ଉପଭୋଗ କରନ୍ତି। ତେଣୁ ଧନର ସଂଚୟ ସେତିକି କରନ୍ତୁ, ଯେତିକି ଦରକାର। ନଚେତ ଏମିତି ଆପଣଙକ ସଂଚିତ ଧନ ଆଉ କିଏ…

ପୁଣି ଚର୍ଚ୍ଚା ସୃଷ୍ଟି କଲେ ସୁବ୍ରତ ବାଗଚି, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନା ଲଢ଼େଇରେ ସେ ପୂର୍ବରୁ ସାମିଲ ଥିଲେ । ସମସ୍ତଙ୍କୁ ଜଣାଉଥିଲେ ଓଡ଼ିଶାରେ କରୋନା ସ୍ଥିତି ବିଷୟରେ । ହେଲେ ଆଜି ନିଜର ବଦାନ୍ୟତା ଦେଖାଇଛନ୍ତି ସୁବ୍ରତ ବାଗଚୀ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ଅଢ଼େଇ କୋଟି ଟଙ୍କା । ରାଜ୍ୟ ସରକାରଙ୍କ ମୁଖ୍ୟ…

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ତରଫରୁ କରଗଲା ସାହାଯ୍ୟ, ଦିଆଗଲା ମାତ୍ର ୧ଟଙ୍କା

କେନ୍ୟୁଜ୍(ବ୍ୟୁରୋ): ଅଯୋଧ୍ୟା ରାମ ମନ୍ଦିର ପାଇଁ  ପ୍ରଥମ ଦାନ ମିଳିଛି। କେନ୍ଦ୍ର ସରକାର ତରଫରୁ ରାମ ମନ୍ଦିର ନିର୍ମାଣ ପାଇଁ ଦିଆଯାଇଛି ଏହି ଦାନ। ମନ୍ଦିର ଟ୍ରଷ୍ଟିକୁ ମିଲିଛି ଏହି ଅନୁଦାନ। ପ୍ରଥମ କରି ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ଏହି ଦାନ…

ଏବର୍ଷ ରେକର୍ଡ ଭାଙ୍ଗିଲା ଶିରିଡି ସାଇ ବାବାଙ୍କ ଦାନର ପରିମାଣ, ମିଳିଛି ୨୮୭କୋଟି ଟଙ୍କାର ଦାନ

କେନ୍ୟୁଜ୍(ବ୍ୟୁରୋ): ଏବର୍ଷ ଶିରିଡି ସାଇ ବାବାଙ୍କ ମନ୍ଦିରକୁ ମିଳିଛି ରେକର୍ଡ ପରିମାଣର ଦାନ ୨୮୭କୋଟି ଟଙ୍କା । ଗୁପ୍ତଦାନ ଭାବେ ମିଳିଛି ୧୫୬କୋଟି ୪୯ଲକ୍ଷ ୨ହଜାର ୩୫୦ଟଙ୍କା । ସମୁଦାୟ ଦାନ ଅର୍ଥରେ ରହିଛି ନଗଦ ୬୦କୋଟି ୮୪ଲକ୍ଷ ୮ହଜାର ୫୯୦ଟଙ୍କା । ୧୯୦୪୮.୮୬୦ ଗ୍ରାମ ସୁନା ଓ ୩୯୧୭୫୭.୪୭୦…

ଫନି ପୀଡ଼ିତଙ୍କ ପାଇଁ ସହାୟତାର ହାତ ବଢ଼ାଇଲା ଦିଲ୍ଲୀ AIIMS, ଫାକଲ୍ଟି ଓ କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବେ କଲେ ଦାନ

ଦିଲ୍ଲୀ (କେନ୍ୟୁଜ୍ ବ୍ୟୁରୋ): ଫନି ପୀଡ଼ିତଙ୍କ ପାଇଁ ସହାୟତାର ହାତ ବଢ଼ାଇଲା ଦିଲ୍ଲୀ ଏମସ  । ଦିଲ୍ଲୀ ଏମସ ପକ୍ଷରୁ ଫନି କ୍ଷତିଗ୍ରସ୍ତଙ୍କ ସହାୟତା ପାଇଁ ୯୩ ଲକ୍ଷ ୮୯ ହଜାର ୪୬୧ ଟଙ୍କାର ଚେକ ପ୍ରଦାନ । ଏହି ଅର୍ଥ ରାଶି ଏମସର ଫାକଲ୍ଟି ଓ କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବେ ଦାନ କରିଛନ୍ତି ।…

ପୁଲୱାମା ସହିଦଙ୍କ ପାଇଁ ସହାୟତା ରାଶି ଦେବା ଆଗରୁ ସାବଧାନ, ବ୍ୟାପୁଛି ମିଥ୍ୟା ଲିଙ୍କ

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଦେଶ ସ୍ତବ୍ଧ। ଆକ୍ରମଣକୁ ନେଇ ସାରା ଦେଶରେ ଏକ ସମ୍ବେଦନଶୀଳ ସ୍ଥିତି । ୪୦ଜଣ ଯବାନଙ୍କ ସହିଦ ହେବା ପରେ ଦେଶରେ କ୍ଷୋଭ ଓ କ୍ରୋଧର ବାତାବରଣ ରହିଛି। ଏବେ ସାରାଦେଶ ହୋଇଛି ଏକଜୁଟ୍ । ସହିଦଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ବର୍ଗରୁ ସହାୟତାର ହାତ…