ଜୁଆ ଖେଳିବା ଅଭିଯୋଗରେ ଗିରଫ ହେଲା ଗଧ, ଲୋକେ ଦେଲେ ଏଭଳି ପ୍ରତିକ୍ରିୟା
ଆପଣ କ’ଣ କେବେ ଗଧକୁ ଜୁଆକୁ ଖେଳିବାର ଦେଖିଛନ୍ତି କି ଶୁଣିଛନ୍ତି ? କିନ୍ତୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ପାକିସ୍ତାନରେ । ଏଠାରେ ଏକ ଗଧକୁ ଜୁଆ ଖେଳିବା ଅଭିଯୋଗରେ ଗିରଫ କରାଯାଇଛି ।
ଖବର ମୁତାବକ, ପାକିସ୍ତାନର ପଞ୍ଜାବ ପ୍ରାନ୍ତର ରହୀମ ୟାର ଖାନ୍ ଅଞ୍ଚଳରେ ପୋଲିସ୍ ସାତ…