କାର୍ତ୍ତିକ ମାସରେ ଏସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ, ଦେଖାଦେଇପାରେ ଗମ୍ଭୀର ସମସ୍ୟା
ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ। ହିନ୍ଦୁ ଧର୍ମରେ ଏହି ମାସର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ଏହି ମାସରେ ଏକାସଙ୍ଗେ ଅନେକ ପର୍ବପର୍ବାଣୀ ମଧ୍ୟ ପଡ଼ୁଛି। ଏଣୁ କେହି କେହି ଏହାକୁ ପର୍ବମାସ ବୋଲି ମଧ୍ୟ କହିଥାନ୍ତି। ତେବେ କାର୍ତ୍ତିକ ମାସର କେବଳ ଧର୍ମ ସହ ନୁହେଁ, ବରଂ ଶରୀର ସହ ମଧ୍ୟ ଏହାର…