ନୂଆ ବର୍ଷରେ ଗୁଗଲ୍ ପ୍ରସ୍ତୁତ କଲା ଦମଦାର ଡୁଡଲ, ଆପଣ ବି ଏହାର ମଜା ଉଠାନ୍ତୁ
ଆଜି ଅର୍ଥାତ୍ ୧ ଜାନୁଆରୀ ୨୦୨୪ରେ ସମଗ୍ର ବିଶ୍ୱ ନୂଆ ବର୍ଷ ସେଲିବ୍ରେଟ୍ କରୁଛି । କିଛି ଲୋକ ଭୋଜି କରୁଛନ୍ତି ତ କେହି କେହି ନାଚ ଗୀତରେ ନୂଆ ବର୍ଷକୁ ଉପଭୋଗ କରୁଛନ୍ତି । ଏହି ସ୍ପେସାଲ ଟାଇମରେ ଗୁଗଲ ଏକ ଦମଦାର ଡୁଡଲ ତିଆରି କରିଛି ଯାହାକୁ ଆପଣ ନିଜ ମୋବାଇଲ, ଲାପଟପ କିମ୍ବା କମ୍ପ୍ୟୁଟର…