ଦୂରଦର୍ଶନର ଜଣାଶୁଣା ନ୍ୟୁଜ୍ ଆଙ୍କର୍ ଗୀତାଞ୍ଜଳି ଅୟରଙ୍କ ପରଲୋକ
ଜଣାଶୁଣା ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଅୟରଙ୍କର ବୁଧବାର ୭୬ ବର୍ଷ ବୟସରେ ପରଲୋକ ହୋଇଛି। ସେ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଦୂରଦର୍ଶନରେ କାମ କରିଥିଲେ। ଅୟରଙ୍କ ନିଧନରେ ତାଙ୍କ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି।
ସୋସିଆଲ ମିଡିଆରେ ଅନେକ ଲୋକ ଅୟରଙ୍କୁ ଶ୍ରଦ୍ଧାଞ୍ଜଳି…