ଆଜି ଡଟ୍ ଫେଷ୍ଟର ଶେଷ ଦିନ, ରାଜଧାନୀବାସୀଙ୍କୁ ଝୁମାଇବେ ସୁଖବିନ୍ଦର ସିଂ, ଅରୁନୀତା କାଞ୍ଜିଲାଲ୍ ଓ ପୱନ ଦୀପ୍
ଭୁବନେଶ୍ବର(କେନ୍ୟୁଜ୍): ଝୁମୁଛି ରାଜଧାନୀ । ଶୀତୁଆ ସଂଧ୍ୟାରେ ଡଟ୍ ଫେଷ୍ଟର ମଜା ନେଉଛନ୍ତି ଦର୍ଶକ । ଆଜି ଡଟ୍ ଫେଷ୍ଟର ଶେଷ ଦିନରେ ରାଜଧାନୀବାସୀଙ୍କୁ ଝୁମାଇବାକୁ ଆସିବେ ପ୍ରକ୍ଷାତ ସିଙ୍ଗର ସୁଖବିନ୍ଦର ସିଂ, ଅରୁନୀତା କାଞ୍ଜିଲାଲ୍ ଓ ପୱନ ଦୀପ୍। ଷ୍ଟେଜ ଉପରେ ଜଲୱା ଦେଖାଇବେ…