ଡବଲ ଡେ଼କର ବସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଗାଡ଼କଣରୁ ଜନତା ମୈଦାନ ଗଡ଼ିଲା ବସ
ଭୁବନେଶ୍ୱର : ଓଡ଼ିଶା ରେ ଆଜି ଠୁ ବିଧି ବଦ୍ଧ ଭାବେ ଗଡିଲା ଡବଲ decker bus,ମୁଖ୍ୟମନ୍ତ୍ରୀ କଲେ ଉଦ୍ଘାଟନ । ସହରୀ ପରିବହନ ବ୍ୟବସ୍ଥାରେ ଏହି ବସ ସେବା ବଡ ସହାୟକ ହେବ। ସ୍ୱତନ୍ତ୍ର ଭାବେ ଏହି ସେବା ପ୍ରବାସୀ ଭାରତୀୟଙ୍କ ପାଇଁ ଆରମ୍ଭ ହୋଇଥିବା ବେଳେ ୫ ଟି ଡବଲ decker ବସ ସହ 10 ଟି hop…