ବିଜେପିର ଡବଲ୍ ଇଞ୍ଜିନକୁ ନବୀନଙ୍କ ଜୋରଦାର ଆଟାକ୍, କହିଲେ ମେ ୨୩ରେ ଦିଲ୍ଲୀ ମେନ୍ ଇଞ୍ଜିନ ହେବ ଡି-ରେଲ୍
ବିଜେପିର ଡବଲ୍ ଇଞ୍ଜିନକୁ ଆଟାକ୍। ବଡମ୍ବା ନିର୍ବାଚନ ସଭାରୁ ପ୍ରଶ୍ନବାଣରେ ବିଜେପିକୁ ଘାଇଲା କରିଛନ୍ତି ବିଜେଡି ସୁପ୍ରିମୋ। ନବୀନ କହିଛନ୍ତି, ବିଜେପିର ବଡ଼ ବଡ଼ ନେତା ଡବଲ୍ ଇଞ୍ଜିନ କଥା କହୁଛନ୍ତି। ଓଡ଼ିଶାବାସୀ ପଚାରୁଛନ୍ତି ଓଡ଼ିଶା ଇଞ୍ଜିନ କିଏ? ସେ ବିଷୟରେ ବିଜେପି ନେତା କିଛି କହି…