ରାଜଧାନୀ ଦିଲ୍ଲୀରେ ଡବଲ ମର୍ଡର, ସ୍ତ୍ରୀ ଓ ଶାଶୁର ଜୀବନ ନେଲା ଜ୍ବାଇଁ
ରାଗରେ ରକ୍ତ ସମ୍ପର୍କ ଭୁଲିଗଲା ଜ୍ବାଇଁ । ପାରିବାରିକ କଳହ ପାଇଁ ପୁଣି ଛାରଖାର ହେଲା ଆଉ ଗୋଟିଏ ପରିବାର । ନରହନ୍ତା ପାଲଟିଲା ସ୍ବାମୀ । ଯେଉଁ ହାତରେ ସ୍ତ୍ରୀ ମୁଣ୍ଡରେ ସିନ୍ଦୂର ପିନ୍ଧେଇଥିଲା ସେଇ ହାତରେ ସ୍ତ୍ରୀକୁ ଜୀବନରୁ ମାରିଦେଲା । କଇଁଚିରେ ଆକ୍ରମଣ କରି ସ୍ତ୍ରୀ ଓ ଶାଶୁର ହତ୍ୟା…