ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ପୋଲିସ୍ , ମୋଟ୍ ଗିରଫଦାରୀ ସଂଖ୍ଯା ୭କୁ ବୃଦ୍ଧି
ମାହାଙ୍ଗା: ମାହାଙ୍ଗା ଡବଲ ମର୍ଡର ମାମଲାରେ ବଢୁଛି ଗିରଫଦାରୀ । ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କଟକ ଗ୍ରାମାଞ୍ଚଳ ପୋଲିସ। ଗିରଫ ଜଣକ ଉମେଶ ଖଟୁଆ। ଏହାକୁ ମିଶାଇ ଗିରଫଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ପୂର୍ବରୁ ୫ଜଣଙ୍କୁ ବାନ୍ଧିଥିବା ବେଳେ ଆଜି ସକାଳୁ ଆଉ ଜଣଙ୍କୁ ଗିରଫ କରିଥିଲା ପୋଲିସ।…