Browsing Tag

double murder

ଜୁଆ ଖେଳିବାକୁ ପଇସା ଦେଲେନି ବୋଲି ବାପା, ମାଆଙ୍କୁ ମୃତ୍ୟୁ ନିଦରେ ଶୁଆଇ ଦେଲା ପୁଅ, ଏହାପରେ ସବୁତକ ପଇସା ନେଇ…

ଲଣ୍ଡନରୁ ଆସିଛି ଏକ ଲୋମହର୍ଷଣକାରୀ ଘଟଣା। ଏଠାରେ ଜଣେ ପୁଅ ନିଜ ବାପା, ମାଆଙ୍କୁ ଅତି ନିର୍ମମ ଭାବେ ବ୍ୟାଟରେ ପିଟି ପିଟି ହତ୍ୟା କରିଛି। ତେବେ ହତ୍ୟାର କାରଣ ଏହା ଯେ ବାପା, ମାଆ ପୁଅକୁ ଜୁଆ ଖେଳିବାକୁ ପଇସା ଦେଉ ନ ଥିଲେ, ଯାହାକୁ ନେଇ ପୁଅ ରାଗି ଯାଇଥିଲା ଏବଂ କ୍ରୋଧରେ ଏଭଳି ନାରକୀୟ…

ଗଞ୍ଜାମ ଜଗନ୍ନାଥପ୍ରସାଦ ଡବଲ ମର୍ଡର ଘଟଣା: ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଡବଲ ମର୍ଡର ଘଟଣା । ୨ ଅଭିଯୁକ୍ତଙ୍କୁ ଗିରଫ କଲା ଜଗନ୍ନାଥପ୍ରସାଦ ଥାନା ପୋଲିସ । ଗତ ୨୩ ତାରିଖ ରାତିରେ ହତ୍ୟାକାଣ୍ଡ ଘଟାଇବା ପରେ ଫେରାର ଥିଲେ ଅଭିୟୁକ୍ତ । ଜଗନ୍ନାଥପ୍ରସାଦ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ…

ଗଞ୍ଜାମ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧ ଦମ୍ପତିଙ୍କ ମର ଶରୀର ଉଦ୍ଧାର, ହତ୍ୟା କରାଯାଇଥିବା ଅଭିଯୋଗ

ଭଞ୍ଜନଗର(କେନ୍ୟୁଜ୍):  କାଜୁ ଜଙ୍ଗଲରେ ଡବଲ୍‌ ମଡର୍ର । ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଶିଶୁଣ୍ଡା ଗାଁ ନିକଟ କାଜୁ ଜଙ୍ଗଲରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକମାନେ ହେଲେ ୭୦ ବର୍ଷ ବୟସ୍କ ଭୀମ ପ୍ରଧାନ ଓ ତାଙ୍କ ସ୍ତ୍ରୀ…

ବହୁଚର୍ଚ୍ଚିତ କଟକ ମାହାଙ୍ଗା ଡବଲ ମର୍ଡର ଘଟଣା: ଅନ୍ୟତମ ମୁଖ୍ୟ ଅଭିଯୁକ୍ତ କାବୁଆର ଦୁର୍ଘଟଣାରେ ମୃତ୍ୟୁ

ମାହାଙ୍ଗା : ବହୁଚର୍ଚ୍ଚିତ କଟକ ମାହାଙ୍ଗା ଡବଲ ମର୍ଡର ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ । ମୁଖ୍ୟ ଅଭିଯୁକ୍ତ କାବୁଆ ଓରଫ ପ୍ରଫୁଲ୍ଲ ବିଶ୍ୱାଳର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ମର୍ଡର ପରଠୁ ଅଭିଯୁକ୍ତ ପ୍ରଫୁଲ ଫେରାର ଥିଲା । ସୂଚନା ମୁତାବକ, ଗତକାଲି ରାତିରେ ଟାଙ୍ଗୀ ନିକଟରେ…

ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଦାଦାପୁଅ ଭାଇ ଓ ତାଙ୍କ ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା, ଲୁଟପାଟ କରି…

ଗ୍ରେଟର ନୋଏଡା: ବିଟା ଟୁ ଥାନା ଅନ୍ତର୍ଗତ ଅଲ୍‌ଫା ଟୁ ସେକ୍ଟରରେ ଜଣେ ବୃଦ୍ଧ ଦମ୍ପତିଙ୍କୁ ଦୁର୍ବୃତ୍ତମାନେ ଘରେ ପଶି ବୀଭତ୍ସ ହତ୍ୟା କରିଛନ୍ତି। ଏହାପରେ ସେମାନେ ନିର୍ଭୟରେ ଘର ଭିତରେ ମନଇଚ୍ଛା ଲୁଟପାଟ କରିଛନ୍ତି। ମୃତ ଦମ୍ପତି ହେଉଛନ୍ତି ନରେନ୍ଦ୍ର ନାଥ(୭୨) ଓ ତାଙ୍କ ସ୍ତ୍ରୀ ସୁମନ…

‘କଳିଯୁଗ’ ସରିଲା, ‘ସତ୍ୟଯୁଗ’ ଆରମ୍ଭ, ଏହା କହି ପ୍ରିନ୍ସିପାଲ୍‌ ଦମ୍ପତି ଦୁଇ ଯବାନ୍‌ ଝିଅଙ୍କୁ ଜୀବନରୁ ମାରିଦେଲେ,…

ଆନ୍ଧ୍ର ପ୍ରଦେଶର ଚିତ୍ତୁର ଜିଲାରୁ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଅନ୍ଧବିଶ୍ୱାସ ଚକ୍କରରେ ପଡ଼ି ମାଆ, ବାପା ନିଜ ଦୁଇ ଝିଅଙ୍କୁ ହିଁ ଜୀବନରୁ ମାରି ଦେଇଛନ୍ତି। ଏହି ଘଟଣା ରବିବାର ରାତିରେ ମଦନାପଲ୍ଲେ ଅଞ୍ଚଳରେ ଘଟିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଅଭିଯୁକ୍ତ ମାଆ, ବାପା ଦୁଇଜଣ…

ମାହାଙ୍ଗା ଡବଲ ମର୍ଡର ମାମଲା, ଅନ୍ୟତମ ଅଭିଯୁକ୍ତ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଭିକାରୀ ସ୍ୱାଇଁ ଗିରଫ

ମାହାଙ୍ଗା : ମାହାଙ୍ଗା ଡବଲ ମର୍ଡର ମାମଲାରେ ଅନ୍ୟତମ ଅଭିଯୁକ୍ତ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଭିକାରୀ ସ୍ୱାଇଁ ଗିରଫ । ତେବେ ତାଙ୍କୁ ମୃତ କୁଳମଣି ବରାଳଙ୍କ ଦୁଇ ପୁଅ ଫସାଇ ଦେଇଥିବା ଭିକାରୀ ସ୍ୱାଇଁ ଅଭିଯୋଗ କରିଛନ୍ତି । କହିଛନ୍ତି, ଏହି ମର୍ଡର ଘଟଣାରେ ସେ କିଛି ଜାଣିନାହିଁ ।…

ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ପୋଲିସ୍ , ମୋଟ୍ ଗିରଫଦାରୀ ସଂଖ୍ଯା ୭କୁ ବୃଦ୍ଧି

ମାହାଙ୍ଗା: ମାହାଙ୍ଗା ଡବଲ ମର୍ଡର ମାମଲାରେ ବଢୁଛି ଗିରଫଦାରୀ । ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କଟକ ଗ୍ରାମାଞ୍ଚଳ ପୋଲିସ। ଗିରଫ ଜଣକ ଉମେଶ ଖଟୁଆ। ଏହାକୁ ମିଶାଇ ଗିରଫଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ପୂର୍ବରୁ ୫ଜଣଙ୍କୁ ବାନ୍ଧିଥିବା ବେଳେ ଆଜି ସକାଳୁ ଆଉ ଜଣଙ୍କୁ ଗିରଫ କରିଥିଲା ପୋଲିସ।…

ମାହାଙ୍ଗା ଡବଲ ମର୍ଡର ମାମଲା: ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କଟକ ଗ୍ରାମାଞ୍ଚଳ ପୋଲିସ, ଗିରଫଦାରୀ ସଂଖ୍ଯା ୬କୁ…

ମାହାଙ୍ଗା : ମାହାଙ୍ଗା ଡବଲ ମର୍ଡର ମାମଲାରେ ବଢୁଛି ଗିରଫଦାରୀ । ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କଟକ ଗ୍ରାମାଞ୍ଚଳ ପୋଲିସ। ଗିରଫ ଜଣକ ଚୈତନ୍ୟ ସେଠୀ। ଏହାକୁ ମିଶାଇ ଗିରଫଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ପୂର୍ବରୁ ୫ଜଣଙ୍କୁ ବାନ୍ଧିଥିଲା ପୋଲିସ। ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ…

ମାହାଙ୍ଗା ଡବଲ ମର୍ଡର ମାମଲା, ଆଉ ଜଣେ ଅଭିଯୁକ୍ତ ଭୁବନେଶ୍ୱରୁ ଗିରଫ

ମାହାଙ୍ଗା: ମାହାଙ୍ଗା ଡବଲ ମର୍ଡର ମାମଲାରେ ବଢୁଛି ଗିରଫଦାରୀ । ଆଉ ଜଣେ ଅଭିଯୁକ୍ତକୁ ଭୁବନେଶ୍ୱରୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଉଛନ୍ତି କୈଳାସ ଖଟୁଆ । ଏପର୍ଯ୍ୟନ୍ତ ମୋଟ୍‌ ୫ ଜଣଙ୍କୁ ବାନ୍ଧିଲାଣି ପୋଲିସ । କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍‌ପି ପି.କେ ଜେନା ସୂଚନା ଦେଇଛନ୍ତି ।…

ମାହାଙ୍ଗା ଡବଲ ମର୍ଡର ଘଟଣା: ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ, ବେଣା ବୁଦାରୁ ଜବତ ହେଲା ହତ୍ୟାରେ ବ୍ୟବହୃତ ଖଣ୍ଡା

ମାହାଙ୍ଗା: ମାହାଙ୍ଗା ଡବଲ ମର୍ଡର ଘଟଣା । ମୁଖ୍ୟ ଅଭିଯୁକ୍ତକୁ ନେଇ ଡେମୋ କରାଇଛି ପୋଲିସ । ଘଟଣାସ୍ଥଳକୁ ନେଇ ଡେମୋ କରିଛି ପୋଲିସ । ଶୂକ ନଈ ଡାହାଣ ପାର୍ଶ୍ୱ ବନ୍ଧରେ ଲୁଚାଇଥିବା ବେଣା ବୁଦାରୁ ବ୍ୟବହୃତ ହୋଇଥିବା ଖଣ୍ଡା ଜବତ ହୋଇଛି । ହତ୍ୟାକାଣ୍ଡ କେମିତି ଘଟିଥିଲା, ତାର ସିନ୍‌…

ମାହାଙ୍ଗା ଡବଲ୍‌ ମର୍ଡର ଘଟଣା: ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା, କହିଲେ ଦୋଷୀ ଗିରଫ ହେଉ ଓ ତାକୁ ଦଣ୍ଡ…

ମାହାଙ୍ଗା: ମାହାଙ୍ଗାରେ ଡବଲ୍‌ ମର୍ଡର ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମାହାଙ୍ଗା ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା । କହିଛନ୍ତି, ତାଙ୍କର ବ୍ୟକ୍ତିଗତ ଭାବେ ଉଦ୍ୟମ ରହିବ ଦୋଷୀ ଗିରଫ ହୁଅନ୍ତୁ ଓ କଠୋରରୁ କଠୋର ଦଣ୍ଡ ମିଳୁ । ଯେତେବେଳେ ଓଡ଼ିଶାରେ କିଛି ଘଟଣା ଘଟୁଛି ଦୋଷୀ ଗିରଫ…