ରାଜଧାନୀରେ ଗାଡ଼ି ପାର୍କିଂରୁ ଡବଲ ମର୍ଡର, ମୃତକ ହେଲେ ଦୁଇ ସାଙ୍ଗ
ଭୁବନେଶ୍ବର: ଗାଡ଼ି ପାର୍କିଂରୁ ଡବଲ ମର୍ଡର। ଭୁବନେଶ୍ବର ଏୟାରଫିଲ୍ଡ ଥାନା କଲ୍ୟାଣୀ ପ୍ଲାଜା ହାଇଟେକ୍ ଆପାର୍ଟମେଣ୍ଟ ନିକଟରେ ମର୍ଡର । ମୃତକ ହେଲେ ଦୁଇ ସାଙ୍ଗ ରଶ୍ମି ରଂଜନ ସେଠୀ ଓ ସମ୍ବିତ ରାଉତ। ଗାଡି ପାର୍କିଂକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ରଶ୍ମି ଓ ସମ୍ବିତ ସ୍ଥାନୀୟ ଅଂଚଳର…