ଅଦ୍ଭୁତ! ଗର୍ଭବତୀ ହେବାର ୩ ସପ୍ତାହ ପରେ ପୁଣିଥରେ ପ୍ରେଗ୍ନାଣ୍ଟ ହେଲେ ମହିଳା, ଡାକ୍ତର ବି ବୁଝିପାରୁନାହାନ୍ତି ରହସ୍ୟ
ମଣିଷ ଶରୀରର ସରଞ୍ଚନା ବେଶ୍ ଜଟିଳ। ଏହାକୁ ବୁଝିବା ଏତେଟା ସହଜ ନୁହେଁ। କୌଣସି ବ୍ୟକ୍ତି ସହ କେତେବେଳେ ବି କିଛି ବି ହୋଇପାରେ, ଯାହା ତାଙ୍କ ପାଇଁ ଅଖାଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ। ଠିକ୍ ସେଭଳି ଏକ ମାମଲା ସାମ୍ନାକୁ ଆସିଛି ଇଂଲଣ୍ଡରୁ। ଏଠାରେ ଜଣେ ମହିଳା ଗର୍ଭବତୀ ହେବାର କିଛି ଦିନ…