Browsing Tag

download videos from facebook

ଫୋନରେ ଏମିତି ଡାଉନଲୋଡ୍ କରନ୍ତୁ Facebook ଭିଡିଓ, ଦରକାର ପଡ଼ିବନି କୌଣସି ବାହାର ଆପ୍

ଆଗରୁ ଭିଡିଓ ଦେଖିବା ପାଇଁ କେବଳ ୟୁଟ୍ୟୁବ ଥିବା ବେଳେ ଏବେ ଲୋକମାନେ ଫେସବୁକରେ ମଧ୍ୟ ଭିଡିଓ ଦେଖିପାରୁଛନ୍ତି। ଏଠାରେ ଆପଣ ଏଜୁକେସନଠାରୁ ଆରମ୍ଭ କରି ଏଣ୍ଟରଟେନମେଣ୍ଟ ଓ ଫ୍ୟାସନ ସମେତ ଅନେକ କାଟାଗୋରୀର ଭିଡିଓ ପାଇପାରିବେ। ମାତ୍ର ଫେସବୁକରେ ଭିଡିଓ ଡାଉନଲୋଡ କରିବା ପାଇଁ କୌଣସି ସୁବିଧା…