Browsing Tag

dowry

ଯୌତୁକ ଜୁଇରେ ଜଳିଲେ ଆଉ ଜଣେ ବଧୂ, ଅଭିଯୋଗ ଆଣିଲେ ଝିଅର ପରିବାର ଲୋକେ

ସାଲେପୁର: ଏଇ ବର୍ଷେ ତଳେ ଝିଅ ପ୍ରେମ ବିବାହ କରିଥିଲା । କିନ୍ତୁ ଏବେ ତା ମରଶରୀର ପଡ଼ିଛି । ଝିଅକୁ ଯୌତୁକ ଆଣ କହି ଶାଶୁଘର ଲୋକେ ଧମକ ଦେଉଥିଲେ ।  ଝିଅକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିଲେ ଶାଶୁଘର ଲୋକେ । ଏବେ ମୋ ଝିଅକୁ ଜୀବନରୁ ଶେଷ କରିଦେଲେ । ଏଭଳି ଏକ ସାଙ୍ଘାତିକ …

ଯୌତୁକ ପାଇଁ ସ୍ତ୍ରୀର ଜୀବନ ନେଲା ସ୍ବାମୀ, ପରେ ଦୁର୍ଘଟଣାର ରୂପ ଦେଲା

ଯୌତୁକ ପାଇଁ ସ୍ତ୍ରୀକୁ ନିର୍ଯାତନା ଦେଲା ସ୍ବାମୀ । ସାତ ଜନ୍ମ ପାଇଁ ହାତ ଧରିଥିଲା କିନ୍ତୁ ଗୋଟିଏ ଜନ୍ମ ପାଇଁ ବି ସାଥ୍ ଦେଲାନି । ଓଲଟା ହତ୍ୟା କରି ଦୁର୍ଘଟଣାର ରୂପ ଦେଲା ସ୍ବାମୀ । ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଏମିତି ଏକ ଚାଞ୍ଚଲ୍ୟ ଖବର ଆସିଛି । ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ…

ଯୌତୁକ ଯୁଇରେ ଜଳିଲେ ସଫ୍ଟୱେର୍ ଇଞ୍ଜିନିୟର ଶିଳ୍ପା, ଥାନାରେ ଅଭିଯୋଗ କଲେ ବାପା ଓ ମା

କଥାରେ ଅଛି ପୁଅ ଏବଂ ଝିଅ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଯଦି ଝିଅ ପାଠପଢ଼ି ସକ୍ଷମ ହୁଏ, ତେବେ ସେ ପୁରୁଣା ସମୟର ଶିକୁଳିରୁ  ମୁକ୍ତ ହେବ । ମୁକ୍ତ ଜୀବନ ବଞ୍ଚିପାରିବ । ଆଜି ମଧ୍ୟ ସମାଜରେ ଏପରି ଘଟଣା ଘଟୁଛି ଯାହା ହୃଦୟକୁ ବିଚଳିତ କରିଦିଏ । ଏଭଳି ଏକ ଘଟଣା ଘଟିଛି ଦକ୍ଷିଣ…

ଯୌତୁକ ପାଇଁ ଚାଲିଗଲା ନବବଧୂଙ୍କ ଜୀବନ !

ଉତ୍ତର ପ୍ରଦେଶ :  ଉତ୍ତର ପ୍ରଦେଶର ବାଗପତରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।  ଛାପ୍ରୌଲି ଥାନା ଅଞ୍ଚଳର ରାଥୋଣ୍ଡା ଗାଁରେ ଯୌତୁକ ନିର୍ଯାତନାର ଶିକାର ହୋଇଛନ୍ତି ଜଣେ ବୋହୁ ନାଁ ତାଙ୍କର ମନୀଷା ।  ସେ ମଙ୍ଗଳବାର ବିଳମ୍ବିତ ରାତିରେ ବିଷ ପିଇ ଜୀବନ ହାରି ଦେଇଛନ୍ତି ବୋଲି ଅଭିଯୋଗ…

ଯୌତୁକ ନିଆଁରେ ଜଳିଲେ ଆରତୀ, ମେଡ଼ିକାଲରେ ତଦନ୍ତ କରୁଛି ପୋଲିସ

ଗଞ୍ଜାମ : ଯୌତୁକ ନିଆଁରେ ଜଳିଲେ ଆରତୀ ।  ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କହ୍ନେଇପୁର ଗାଁରେ ଅଭାବନୀୟ ଘଟଣା ।  ଗାଁର ଆକାଶ ପରିଡ଼ାଙ୍କ ପତ୍ନୀ ଆରତୀଙ୍କୁ ହତ୍ୟା ଉଦ୍ୟମ ହୋଇଛି।  ଆରତୀଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଖଲ୍ଲିକୋଟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।  ସୂଚନା ଅନୁସାରେ ଆକାଶ…

ସ୍ୱାମୀର ଶାରୀରିକ ନିର୍ଯାତନା ସହିପାରିଲେନି ନବବିବାହିତା, ଯୌତୁକ ଜୁଇରେ ଜଳିଲା ଆଉ ଏକ ନିରୀହ ଜୀବନ 

ବାପା, ମୁଁ ଜୀବନସାରା ତୁମ ଉପରେ ବୋଝ ହେବାକୁ ଚାହୁଁନାହିଁ । ଏଥର ମୁଁ କୌଣସି ଭୁଲ କରିନାହିଁ । ମୁଁ ଏହି ଜୀବନକୁ ଆଉ ପସନ୍ଦ କରୁନି । ସେମାନେ ମୋତେ ମାନସିକ ନିର୍ଯାତନା ଦେଉଛନ୍ତି, ମୋ ସ୍ୱାମୀ ମୋତେ ଶାରୀରିକ ନିର୍ଯାତନା ଦେଉଛନ୍ତି । ମୁଁ କେମିତି ବଞ୍ଚିବି, ଏମିତି ବଂଚିବା ଅପେକ୍ଷା ମୁଁ…

ଯୌତୁକରେ ଝିଅକୁ ୧୦୦ଟି ବିଲେଇ ଦେଲେ ବାପା, ଜାଣନ୍ତୁ କାହିଁକି

ଯୌତୁକରେ ଲୋକମାନେ ଝିଅମାନଙ୍କୁ ସୁନା, ରୂପା, ହୀରା, କାର, ଘର ଏବଂ କେତେ କଣ ଦାମୀ ଜିନିଷ ଦିଅନ୍ତି । ଏକଥା ସମସ୍ତେ ଜାଣନ୍ତି । କିନ୍ତୁ ଜଣେ ବାପା ନିଜ ଝିଅକୁ ଏମିତି ଖାସ୍ ଯୌତୁକ ଦେଇଛନ୍ତି ଯେ ସାରା ବିଶ୍ବରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି । ଭିଏତନାମର ଘଟଣା । ଏଠାରେ ରହୁଥିବା ଜଣେ…

ଯୌତୁକ ପାଇଁ ସ୍ତ୍ରୀର ଚୁଟି କାଟିଲା ସ୍ୱାମୀ

ବିବାହ ଯୌତୁକରେ ଫ୍ରିଜ ଏବଂ କୁଲର ନ ପାଇବାରୁ ସ୍ୱାମୀ ରାଗି ଯାଇ ନିଜ ସ୍ତ୍ରୀଙ୍କ ଚୁଟି କାଟି ଦେଇଛନ୍ତି ।  ହଁ ଆଂଜ୍ଞା ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ହରପାଲପୁର ଥାନା ଅଞ୍ଚଳରେ । ପୀଡିତାଙ୍କ ପିତାଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରିଛି ।…

ଯୌତୁକରେ କାର ଡିମାଣ୍ଡ କଲା ବରପକ୍ଷ, ବେଦିରୁ ଉଠିଲେ ଦୁଇ ଭଉଣୀ

ଏବେ ଚାଲିଛି ବିବାହ ଋତୁ । ବିବାହ ଯେ କେବଳ ଦୁଇଟି ଆତ୍ମାର ମିଳନ ତା ନୁହେଁ ଦୁଇଟି ପରିବାର ମଧ୍ୟ ବିବାହ ସମୟରେ ଅତୁଟ ବନ୍ଧନରେ ବାନ୍ଧି ହୁଅନ୍ତି । କିନ୍ତୁ ଅନେକ ବିବାହରେ ଏମିତି କିଛି ଘଟଣା ଘଟେ ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରେ । ବିବାହ ସମୟର ଭାଇରାଲ ହେଉଥିବା ଅନେକ ଭିଡିଓ…

ବିବାହ ମଣ୍ଡପରେ ମହାଭାରତ, ୧୦ ଲକ୍ଷ ଟଙ୍କା ମାଗି କନ୍ୟା ଠାରୁ ମାଡ଼ ଖାଇଲା ବର

ଏବେ ଚାଲିଛି ମ୍ୟାରେଜ୍ ସିଜନ୍ । ଅନେକ ପୁଅ ଝିଅ ବିବାହ ବନ୍ଧନରେ ବାନ୍ଧି ହୋଇ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରୁଛନ୍ତି । ଖୁବ୍ ଆଡମ୍ବର ସହକାରେ ଭୋଜି ଭାତର ଆୟୋଜନ ବି କରାଯାଉଛି । ସମସ୍ତଙ୍କ ଜୀବନରେ ବିବାହ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଲୋକମାନେ ଏଥିପାଇଁ ବହୁ ପୂର୍ବରୁ…

ଯୌତୁକ ମୁକ୍ତ ହେବ ଓଡ଼ିଶା, ଏହା ଏକ ସାମାଜିକ ବ୍ୟାଧି ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଏଣିକି ଆଉ କେହି ନେବେନି ଯୌତୁକ ।  ଯୌତୁକ ମୁକ୍ତ ହେବ ଓଡ଼ିଶା ।  ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।  ସେ କହିଛନ୍ତି, ଯୌତୁକ ଏକ ପରମ୍ପରା ନୁହେଁ, ସଂସ୍କୃତି ନୁହେଁ କି ବ୍ୟକ୍ତିଗତ ବ୍ୟାପାର ନୁହେଁ; ଏହା ଏକ ସାମାଜିକ ବ୍ୟାଧି । ଯୌତୁକ ନିଷେଧ…

ଯୌତୁକ ପାଇଁ ଗଲା ବୋହୂର ଜୀବନ, ଗିରଫ ହେଲା ସ୍ବାମୀ

ପୁଣି ଯୌତୁକ ପାଇଁ ଗଲା ଜଣଙ୍କ ଜୀବନ । ଯୌତୁକ ଲାଳସା ଏମିତି ଏ ମଣିଷ ମୁହଁରେ ଲାଗିଛି ଯେ ଭୁଲି ଯାଉଛନ୍ତି ମାନବିକତା । ଟଙ୍କା ପଇସା ଲୋଭରେ କିଛି ଅମଣିଷ ଅଛନ୍ତି ଯେଉଁମାନେ ସମ୍ପର୍କକୁ ଭୁଲି ଯାଉଛନ୍ତି । ଜଣେ ବୋହୂ ଆଜି ସବୁଦିନ ପାଇଁ ଚିରନିଦ୍ରାରେ ଶୋଇଯାଇଛି । କେତେ କଣ ଆଶା ନେଇ…