ପୁଣି ଯୌତୁକ ପାଇଁ ବଧୁହତ୍ୟା, ୨ ଲକ୍ଷ ଟଙ୍କା ପାଇଁ ମାରିଦେଇଥିବା ଅଭିଯୋଗ
ବାଲୁଙ୍ଗା: ପୁଣି ଯୌତୁକ ପାଇଁ ବଧୁହତ୍ୟା ଅଭିଯୋଗ । ଖୋର୍ଦ୍ଧା ନାଚୁଣୀ ଥାନା ବଉଳବନ୍ଧ ଗାଁର ଏ ଅଭାବନୀୟ ଘଟଣା । ମୃତକ ହେଲେ ଟାଙ୍ଗୀ ପାରିଓରଡ଼ର ଜ୍ୟୋତ୍ସା ସାହୁ । ୫ ବର୍ଷ ତଳେ ସେ ବଉଳବନ୍ଧର ହରି ସାହୁଙ୍କୁ ବିବାହ କରିଥିଲେ । ମୃତକଙ୍କ ଏକ ୪ ବର୍ଷର ଝିଅ ଓ ବର୍ଷକର ପୁଅ ଅଛି । ୨ ଲକ୍ଷ…