Browsing Tag

dowry death

ଯୌତୁକ ଦାବିର କରୁଣ ପରିଣତି , ଝିଅକୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପା

ଛାତିର କୋହକୁ ସମ୍ଭାଳି ପାରୁ ନାହାନ୍ତି । ମନର ବେଦନାକୁ ଆଖିର ଳୁହରେ ଅଜାଡ଼ି ଦେଉଛନ୍ତି । ଅନେକ ସ୍ୱପ୍ନ ଦେଖି ଝିଅକୁ ବାହା ଦେଇଥିଲେ । କିନ୍ତୁ ଆଜି ଝିଅ ସମସ୍ତଙ୍କୁ ପର କରି ଚାଲି ଯାଇଛି । ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି । ତାଙ୍କ ପାଇଁ ସବୁ କିଛି ଫିକା ପଡ଼ି ଯାଇଛି ।…

୫ ମାସ ତଳେ ହୋଇଥିଲା ପ୍ରେମ ବିବାହ, ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ

ନରସିଂହପୁର (କେନ୍ୟୁଜ): ଆଜିକାଲି ଦୁନିଆରେ ଅନେକ କୁସଂସ୍କାର ଦୂର ହୋଇଯିବା ପରେ ମଧ୍ୟ ଯୌତୁକ ନିର୍ଯ୍ୟାତନା ନାମକ କୁ ସଂସ୍କାର ପାଇଁ କେତେଯେ ନିରୀହ ଝିଅଙ୍କ ଜୀବନ ଚାଲିଯାଉଛି ତାହାର ହିସାବ ନାହିଁ । ଏବେ ପୁଣି ଯୌତୁକ ଜୁଇରେ ଜଳିଲା ଆଉ ଗୋଟିଏ ଜୀବନ । ମଣିଷ ଯେତେ ଆଧୁନିକ ହେଲେ ବି…

କାର୍ ଦାବି କରି ବୋହୁକୁ ମାରିଦେଲେ ଶାଶୁଘର ଲୋକେ, ଘରେ ମୃତଦେହକୁ ଛାଡି ସବୁ ହେଲେ ଫେରାର

ନୟାଗଡ (କେନ୍ୟୁଜ): କାର୍‌ ପାଇଁ ବଧୂହତ୍ୟା ଅଭିଯୋଗ । ନୟାଗଡ ଶରଣକୂଳ ଥାନା କଜଳାଇପଲ୍ଲୀ ଗାଁରୁ ଅଭିଯୋଗ ହୋଇଛି। କାର୍‌ ପାଇଁ ଝିଅକୁ ମାରିଦେଲେ ବୋଲି ଅଭିଯୋଗ କରିଛନ୍ତି ପରିବାର । ହତ୍ୟା ପରେ ମୃତଦେହ ଛାଡି ଛୁ ମାରିଲେ । ଅଭିଯୋଗ ଅନୁଯାୟୀ, କଜଳାଇପଲ୍ଲୀ ଗାଁର ତପନ କୁମାର ପ୍ରଧାନଙ୍କ ସହ…

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ

ନୟାଗଡ(କେନ୍ୟୁଜ): ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ । ପ୍ରମାଣ ନଷ୍ଟ ପାଇଁ ତରବରିଆ ଭାବେ କରିଦେଲେ ଅନ୍ତିମ ସତ୍କାର। ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ପରିବାର । ନୟାଗଡ ଜିଲ୍ଲା ଇଟାମାଟି ଗାଁରେ ଏଭଳି ଆସିଛି ଅଭିଯୋଗ । ଅଭିଯୋଗ ଅନୁଯାୟୀ, ୨୦୧୫ ମସିହାରେ ଗାଁର ରକି ପ୍ରଧାନ ସେହି ଗାଁର…

ଯୌତୁକ ଜୁଇରେ ନବବଧୂ: ସାମାନ୍ୟ କିଛି ଟଙ୍କା ପାଇଁ ବୋହୂକୁ ମାରିଦେଲେ ଶାଶୁ ଘର ଲୋକ

ତାଳଚେର (କେନ୍ୟୁଜ): ଯୌତୁକ ଜୁଇରେ ନବବଧୂ । ସାମାନ୍ୟ ଗୋଟିଏ ଏସି ଓ କିଛି ଟଙ୍କା ପାଇଁ ନବ ବିବାହିତା ଝିଅକୁ ମାରିଦେଲେ ଶାଶୁ ଘର ଲୋକ । ଏଭଳି ଅଭିଯୋଗ ଆସିଛି ତାଳଚେର ସାନଜୋରଡ଼ା ଗାଁରୁ । ହତ୍ୟା ଅଭିଯୋଗ ଆଣିଛନ୍ତି ନବ ବଧୁଙ୍କ ବାପ ଘର ଲୋକ । ସୂଚନା ଅନୁସାରେ ଦୁଇ ମାସ ତଳେ…

ଯୌତୁକ ଦାବିରେ ମହିଳାଙ୍କୁ ହତ୍ୟା ଅଭିଯୋଗ

ଭଂଜନଗର(କେନ୍ୟୁଜ) : ଅଧିକ ଯୈାତୁକ ଦାବିକରି ଜଣେ ବିବାହିତା ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଅସୁରାଇପଲ୍ଲୀ ଗାଁ ରେ ଘଟିଛି ଏଭଳି ଘଟଣା । ମୃତ ମହିଳା ଜଣକ ରୀନା ନାୟକ । ଅଭିଯୋଗ ଅନୁଯାୟୀ , ତାରାସିଙ୍ଗି ଥାନା ଅନ୍ତର୍ଗତ…

ଯୌତୁକ ଲୋଭରେ ବୋହୂକୁ ତଣ୍ଟି ଚିପି ହତ୍ୟା, ବାପଘର ଲୋକଙ୍କ ଅଭିଯୋଗ ପରେ ସ୍ୱାମୀ ଅଟକ

ରଣପୁର (କେନ୍ୟୁଜ): ଯୌତୁକ ଜୁଇରେ ନବବଧୂ। ଯୌତୁକ ଲୋଭରେ ବୋହୂକୁ ତଣ୍ଟି ଚିପି ହତ୍ୟା କଲେ ଶ୍ଵଶୁର ଘର ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି ରଣପୁର ଥାନା ଅଧୀନ ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ରାଜସୁନାଖଲା ଗ୍ରାମରେ। ସୂଚନାନୁଯାୟୀ,ଚାନ୍ଦପୁର ଥାନା ଚାମ୍ପିଗଡ ଗ୍ରାମପଞ୍ଚାୟତ ଗ୍ରାମର…

ଯୌତୁକ କାରଣରୁ ନବବଧୂକୁ ହତ୍ୟା ଅଭିଯୋଗ, ଜିଲ୍ଲା ସାଇଣ୍ଟିଫିକ ଟିମ ଓ ପୋଲିସର ତନାଘନା ଜାରି

କାମାକ୍ଷାନଗର (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁରେ ଯୌତୁକ ଜନିତ କାରଣରୁ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ମୃତକ ଜଣଙ୍କ ହେଉଛନ୍ତି ସୁମିତ୍ରା ପରିଡା । ସୁମିତ୍ରା ଆଜକୁ ୬ ମାସ ତଳେ ଗଡ଼ପଳାଶୁଣି ଗାଁର ରଞ୍ଜିତ ବେହେରାକୁ…

ବିବାହର ୩ମାସ ପରେ ନବ ବଧୂର ମୃତ୍ୟୁ, ଯୌତୁକ ପାଇଁ  ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ବାପ ଘର ଲୋକେ

ଯାଜପୁର(କେନ୍ୟୁଜ୍): ଯୌତୁକ ଜୁଇରେ ଆଉ ଜଣେ ନବ ବଧୂ। ବିବାହର ମାତ୍ର ତିନି ମାସ ପରେ ନବ ବଧୂର ମୃତ୍ୟୁ। ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର। ଶାଶୁ ଘର ଲୋକେ ବୋହୂ ଆତ୍ମହତ୍ୟା କରିଥିବା କହୁଥିବା ବେଳେ ବାପ ଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା…

ପୁଣି ଯୌତୁକ ଜୁଇରେ ବଧୂ : ବିଭାଘରର ୩ ବର୍ଷରେ ଆଖି ବୁଜିଲେ ମହିଳା, ସ୍ବାମୀ ଗିରଫ

ନରସିଂହପୁର(କେନ୍ୟୁଜ୍): ପୁଣି ଯୌତୁକ ଜୁଇରେ ବଧୂ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା କାନପୁର ଥାନା ହରିପୁର ଗ୍ରାମରେ । ସୂଚନା ମୁତାବକ, ହରିପୁର ଗ୍ରାମର  ରବୀନ୍ଦ୍ର ବିଶ୍ଵାଳଙ୍କୁ ସେହି ଗ୍ରାମର ଅନନ୍ତ ଚରଣଙ୍କ ଝିଅ ୩ ବର୍ଷ ହେଲା ବିବାହ କରିଥିଲେ। ବିଭାଘରର କିଛି ମାସ ପରେ…

ନବ ବଧୂକୁ ଯୌତୁକ ପାଇଁ ମାରିଦେଲେ ଶାଶୁ ଘର ଲୋକେ, ହତ୍ୟା ଅଭିଯୋଗ ଆଣିଲେ ଝିଅର ବାପା

ମାହାଙ୍ଗା (କେନ୍ୟୁଜ): କଟକ ଜିଲ୍ଲା ମାହାଙ୍ଗା ଥାନା ହଂସଦିଆ ଗ୍ରାମର ଶ୍ୟାସୁନ୍ଦର ବାରିକଙ୍କ ସାନ ଝିଅ ସରୋଜିନୀ ବାରିକଙ୍କୁ ତାର ଶାଶୁଘର ଲୋକେ ହତ୍ୟା କରି ଥିବା ନେଇ ମାହାଙ୍ଗା ଥାନା ରେ ଅଭିଯୋଗ ହୋଇଛି। ଗତ ୮ମାସ ତଳେ ଯାଜପୁର ସବୁଅ ଗ୍ରାମର ଗତିକୃଷ୍ଣ ବାରିକ ପ୍ରେମ ବିବାହ କରିଥିଲେ।…

ପୁଣି ଯୌତୁକ ପାଇଁ ନବବଧୂକୁ ହତ୍ୟା ! ସ୍ୱାମୀ, ଶ୍ଵଶୁର, ଶାଶୁ ଓ ଦେଢ଼ଶୁରଙ୍କ ସଂପୃକ୍ତି ନେଇ ଥାନାରେ ଏତଲା

ବାଲେଶ୍ବର(କେନ୍ୟୁଜ): ଯୌତୁକ ପାଇଁ ନବବଧୂକୁ ହତ୍ୟା । ବାଲେଶ୍ବରରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ହତ୍ୟା ଘଟଣରେ ସ୍ୱାମୀ, ଶ୍ଵଶୁର, ଶାଶୁ ଓ ଦେଢ଼ଶୁରଙ୍କ ସଂପୃକ୍ତି ରହିଥିବା ଅଭିଯୋଗ ଆଣିଛନ୍ତି ମୃତ ନବବଧୂଙ୍କ ପରିବାର ଲୋକେ । ଘଟଣା ଅନୁସାରେ ଗତ ୨୦୨୧ ଜୁନ୍‌ ୬ ତାରିଖରେ ସିଂଲା…