Odisha News
Browsing Tag

dr achyut samant

ବଲାଙ୍ଗିର କିସ୍‌ କ୍ୟାମ୍ପସ ବୁଲି ଦେଖିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ

ବଲାଙ୍ଗିର କିସ୍‌ କ୍ୟାମ୍ପସ ବୁଲି ଦେଖିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ଆଗାମୀ ଦିନରେ ବଲାଙ୍ଗିରରେ ଉଦଘାଟିତ ହେବ କିସ୍‌ କ୍ୟାମ୍ପସ । ଏହାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ତାପୂର୍ବରୁ କିସ୍‌ କ୍ୟାମ୍ପସ ବୁଲି ଦେଖିଛନ୍ତି ଡକ୍ଟର ସାମନ୍ତ । ଜିଲ୍ଲୀ ପ୍ରଶାସନିକ…

କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଆଜି ଥିଲା ଜନ୍ମଦିବସ, ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଲେ…

କିସ୍‌ରେ ପ୍ରତିଷ୍ଠିତ ଗୋପବନ୍ଧୁ ଚେୟାର କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକ ଆଲୋଚନା ପାଇଁ ସୋମବାର କଟକ ଗୋପବନ୍ଧୁ ଭବନ ଗସ୍ତ କରିଥିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ। ଗୋପବନ୍ଧୁ ଭବନରେ, ଗୋପବନ୍ଧୁ ଚେୟାର ସମ୍ପର୍କରେ ଆଲୋଚନା କରିଥିଲେ। ଉପସ୍ଥିତ ଥିଲେ ଲୋକସେବକ ମଣ୍ଡଳର…

ଖୋର୍ଦ୍ଧା: ଟାଙ୍ଗୀରେ ଅଲ ଓଡ଼ିଶା ଟେଲର ସଂଘର ମହାସମ୍ମିଳନୀ, ଉଦଘାଟନ କଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

ଟାଙ୍ଗୀ(କେନ୍ୟୁଜ୍):ଖୋର୍ଦ୍ଧା ଟଙ୍ଗୀରେ ଜିଲ୍ଲା ସ୍ତରୀୟ ଟେଲର ଆସୋସିଏସନ୍‌ର ମହାସମ୍ମିଳନୀ। ଅଲ୍‌ ଓଡ଼ିଶା ଟେଲର ଆସୋସିଏସନ୍‌ର ମହାସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟାନ କରିଛନ୍ତି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜିତୁ…

କିଟ୍‌ କ୍ୟାମ୍ପସରେ ଉଦଘାଟିତ ହେଲା ଚତୁର୍ଥ କଳିଙ୍ଗ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲ, ଯୋଗ ଦେଲେ ବହୁ ବିଶିଷ୍ଟ ବ୍ୟକ୍ତି…

କେନ୍ୟୁଜ୍(ବ୍ୟୁରୋ): କିଟ୍‌ କ୍ୟାମ୍ପସରେ ଉଦଘାଟିତ ହୋଇଛି ଚତୁର୍ଥ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲ । କିଟ୍‌ ସ୍କୁଲ ଅଫ୍‌ ଫିଲ୍ମ ଆଣ୍ଡ ମିଡିଆ ସାଇନସେସ୍‌ ପକ୍ଷରୁ ଆୟୋଜିତ ଏହି ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲରେ ଉଦଘାଟନୀ ସଂଧ୍ୟାରେ ଉପସ୍ଥିତ ଅଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ…

କିଟ୍‌ ରୋଜ ଗାର୍ଡେନରେ ପାଳିତ ହେଲା ଲୋହ୍‌ରୀ ଉତ୍ସବ, ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅଗ୍ନି ଲଗାଇ ପ୍ରାର୍ଥନା କରି…

କେନ୍ୟୁଜ୍(ବ୍ୟୁରୋ): କିଟ୍‌ ରୋଜ ଗାର୍ଡେନରେ ଲୋହ୍‌ରୀ ଉତ୍ସବ ପାଳିତ । କାର୍ଯ୍ୟକ୍ରମ ରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ଉପକୁଳପତି ସସ୍ମିତା ସାମନ୍ତ, ରେଜିଷ୍ଟ୍ରର ଜ୍ଞାନ ରଞ୍ଜନ ମହାନ୍ତିଙ୍କ ସମେତ କିଟ୍‌ର ବହୁ କର୍ମଚାରୀ ଉପସ୍ଥିତ ଥିଲେ । ପ୍ରତିବର୍ଷ ଭଳି…

୧୦୦ ବର୍ଷ ପୂରଣ କରିଛି ମସଲା ଉତ୍ପାଦନକାରୀ କମ୍ପାନି MDH, କାର୍ଯ୍ୟକ୍ରମରେ ଯୋଗଦେଲେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା…

କେନ୍ୟୁଜ୍(ବ୍ୟୁରୋ): ୧୦୦ ବର୍ଷ ପୂରଣ କରିଛି ଭାରତର ପ୍ରସିଦ୍ଧ ମସଲା ଉତ୍ପାଦନକାରୀ କମ୍ପାନି ଏମ୍‌ଡିଏଚ୍‌ । ଏହି ଅବସରରେ ଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମରେ ଭବ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ…

ଶେଷ ହୋଇଛି କନ୍ଧମାଳରେ ଦୁଇଦିନ ଧରି ଚାଲିଥିବା ମେଗା ନିଯୁକ୍ତି ମେଳା, ଚାକିରୀ ପାଇବେ ୭ ହଜାର ଯୁବକ ଯୁବତୀ

କେନ୍ୟୁଜ୍(ବ୍ୟୁରୋ): କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ ଓ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାଧାନରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଯୁବକ ଓ ଯୁବତୀଙ୍କୁ କର୍ମସଂସ୍ଥାନ ଯୋଗାଇଦେବା ପାଇଁ ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ଚାଲିଥିବା ମେଗା ନିଯୁକ୍ତି ମେଳା ଶେଷ ହୋଇଛି ।…

ଦିଲ୍ଲୀ:କିଟ୍‌ ଦ୍ବାରା ଆୟୋଜିତ ହେଲା ହଣ୍ଡ୍ରେଡ୍‌ ଗ୍ଲୋବାଲ ଚାଇଲଡ୍‌ ପ୍ରୋଡିଜୀ ଆୱାର୍ଡସ ୨୦୨୦, ଯୋଗଦେଲେ କିଟ୍‌ ଓ…

କେନ୍ୟୁଜ୍(ବ୍ୟୁରୋ):ଦିଲ୍ଲୀରେ ଆଜି ଆୟୋଜିତ ହେଉଛି ହଣ୍ଡ୍ରେଡ୍‌ ଗ୍ଲୋବାଲ ଚାଇଲଡ୍‌ ପ୍ରୋଡିଜୀ ଆୱାର୍ଡସ ୨୦୨୦। ବିଶ୍ୱର ଏହି ପ୍ରଥମ ଚାଇଲଡ୍‌ ପ୍ରୋଡିଜୀ ଆୱାର୍ଡସକୁ କଳିଙ୍ଗ ଇଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍‌ନୋଲୋଜି ଦ୍ୱାରା ଆୟୋଜିତ କରାଯାଉଛି। ବିଶ୍ୱର ୬୮ଟି ଦେଶର ପିଲା ଏହି…

ଭାରତୀୟ ଭଲିବଲ୍‌ ଫେଡେରେସନ୍‌ର ମୁଖ୍ୟ ପୃଷ୍ଠପୋଷକ ଭାବେ ମନୋନୀତ ହେଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ…

କେନ୍ୟୁଜ୍(ବ୍ୟୁରୋ): କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ୍‌ ଫେଡେରେସନ୍‌ର ମୁଖ୍ୟ ପୃଷ୍ଠପୋଷକ ଭାବେ ମନୋନୀତ ହୋଇଛନ୍ତି । କିଟ୍‌ ପରିସରରେ ଅନୁଷ୍ଠିତ ୬୮ତମ ବରିଷ୍ଠ ଜାତୀୟ ଭଲିବଲ (ପୁରୁଷ ଓ ମହିଳା ) ଚାମ୍ପିଅନ୍‌ସିପ-୨୦୧୯ର ଉଦଯାପନ…

କନ୍ଧମାଳରେ ପ୍ରବଳ ଶୀତକୁ ନଜରରେ ରଖି ଡ.ଅଚ୍ୟୁତ ସାମନ୍ତଙ୍କ ନିଆରା ପଦକ୍ଷେପ, ଗରିବ ଓ ଦିନ ଦରିଦ୍ରଙ୍କୁ ବଣ୍ଟାଗଲା…

କେନ୍ୟୁଜ୍(ବ୍ୟୁରୋ): କିଟ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ କନ୍ଧମାଳର ବିକାଶ ଓ ଉନ୍ନତି ପାଇଁ ଗୋଟିଏ ପରେ ଗୋଟିଏ ଉନ୍ନତି ମୂଳକ କାମ କରି ଚାଲିଛନ୍ତି । କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ଗୁରୁତ୍ୱ ଦେଉଛନ୍ତି ।…

ଦୁଇ ଦିନିଆ କନ୍ଧମାଳ ଗସ୍ତରେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆମ୍ବୁଲାନସ ସେବା କଲେ…

କନ୍ଧମାଳ(କେନ୍ୟୁଜ୍): ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦୁଇ ଦିନିଆ କନ୍ଧମାଳ ଗସ୍ତ ଅବସରରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ବିଭିନ୍ନ ବ୍ଲକ ପରିଦର୍ଶନ କରିଥିଲେ । ଆଜି ସକାଳେ ଫୁଲବାଣୀରେ ବ୍ଲକ ସଂଯୋଜକ ଓ ଯୁବ ସଂଯୋଜକଙ୍କ ସହ ସମୀକ୍ଷା…

ଲୋକସଭାରେ ଓଡ଼ିଶା ପର୍ଯ୍ୟଟନ ପାଣ୍ଠି ମଞ୍ଜୁର ପ୍ରସଙ୍ଗ ଉଠାଇଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ପର୍ଯ୍ୟଟନ ପାଣ୍ଠି ମଞ୍ଜୁର ପ୍ରସଙ୍ଗ ଉଠାଇଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାରେ ଓଡ଼ିଶାର ବିଷୟଭିତ୍ତିକ ପର୍ଯ୍ୟଟନ ସର୍କିଟକୁ କେତେ ପରିମାଣରେ ଅର୍ଥ ମଞ୍ଜୁର କରାଯାଇଛି । ଲଳିତଗିରି, ଉଦୟଗିରି ଓ ରତ୍ନଗିରିକୁ…