Odisha News
Browsing Tag

dr achyut samant

ଦୁଇ ଦିନିଆ କନ୍ଧମାଳ ଗସ୍ତରେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆମ୍ବୁଲାନସ ସେବା କଲେ…

କନ୍ଧମାଳ(କେନ୍ୟୁଜ୍): ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦୁଇ ଦିନିଆ କନ୍ଧମାଳ ଗସ୍ତ ଅବସରରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ବିଭିନ୍ନ ବ୍ଲକ ପରିଦର୍ଶନ କରିଥିଲେ । ଆଜି ସକାଳେ ଫୁଲବାଣୀରେ ବ୍ଲକ ସଂଯୋଜକ ଓ ଯୁବ ସଂଯୋଜକଙ୍କ ସହ ସମୀକ୍ଷା…

ଲୋକସଭାରେ ଓଡ଼ିଶା ପର୍ଯ୍ୟଟନ ପାଣ୍ଠି ମଞ୍ଜୁର ପ୍ରସଙ୍ଗ ଉଠାଇଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ପର୍ଯ୍ୟଟନ ପାଣ୍ଠି ମଞ୍ଜୁର ପ୍ରସଙ୍ଗ ଉଠାଇଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାରେ ଓଡ଼ିଶାର ବିଷୟଭିତ୍ତିକ ପର୍ଯ୍ୟଟନ ସର୍କିଟକୁ କେତେ ପରିମାଣରେ ଅର୍ଥ ମଞ୍ଜୁର କରାଯାଇଛି । ଲଳିତଗିରି, ଉଦୟଗିରି ଓ ରତ୍ନଗିରିକୁ…

ଲୋକସଭାରେ ଆଦିବାସୀ ଶିଶୁଙ୍କ ବିକାଶ ପ୍ରସଙ୍ଗ ଉଠାଇଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):   ଲୋକସଭାରେ ଆଦିବାସୀ ଶିଶୁଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଉପରେ ପ୍ରଶ୍ନ କରିଛନ୍ତି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ଆଦିବାସୀ ସଂପ୍ରଦାୟରେ ବାଲ୍ୟ ବିବାହ, ଅପପୁଷ୍ଟି, ବେଆଇନ ଚାଲାଣ, ଡ୍ରପ ଆଉଟ ହାର ଅଧିକ ଥିବା ବେଳେ ଏହାକୁ ରୋକିବା ପାଇଁ କେନ୍ଦ୍ର…

ଲୋକସଭାରେ ରାସ୍ତାପାର୍ଶ୍ୱ ବ୍ୟବସାୟୀଙ୍କ ଜୀବିକା ସୁରକ୍ଷା, ଅଧିକାର ଓ ସାମାଜିକ ନିରାପତ୍ତା ପ୍ରସଙ୍ଗ ଉଠାଇଲେ ସାଂସଦ…

କେନ୍ୟୁଜ୍(ବ୍ୟୁରୋ):  ଲୋକସଭାରେ ରାସ୍ତାପାର୍ଶ୍ୱ ବ୍ୟବସାୟୀଙ୍କ ଜୀବିକା ସୁରକ୍ଷା, ଅଧିକାର ଓ ସାମାଜିକ ନିରାପତ୍ତା ପ୍ରସଙ୍ଗ ଉଠାଇଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ । ରାସ୍ତାପାର୍ଶ୍ୱ ବ୍ୟବସାୟୀ ଓ ଉଠାଦୋକାନୀଙ୍କୁ ବିଭିନ୍ନ ସାମଜିକ ନିରାପତ୍ତା ଯୋଜନାରେ ଅର୍ନ୍ତଭୁକ୍ତ ପ୍ରସଙ୍ଗ…

ଲୋକସଭାରେ ଉପକୂଳର ପ୍ରାକୃତିକ ବିପର୍ଯ୍ୟୟ ସ୍ଥିତିସ୍ଥାପକ ଟେଲି ଯୋଗଯୋଗ ଭିତ୍ତିଭୂମିର ପ୍ରସଙ୍ଗ ଉଠାଇଲେ ସାଂସଦ…

କେନ୍ୟୁଜ୍(ବ୍ୟୁରୋ): ଭାରତର ଉପକୂଳର ପ୍ରାକୃତିକ ବିପର୍ଯ୍ୟୟ ସ୍ଥିତିସ୍ଥାପକ ଟେଲି ଯୋଗଯୋଗ ଭିତ୍ତିଭୂମି ଯୋଗାଇ ଦେବାରେ କେନ୍ଦ୍ର ସରକାରଙ୍କ କୌଣସି ପ୍ରସ୍ତାବ ଅଛି କି ? ଯଦି ଥାଏ ଆସନ୍ତା ୫ ବର୍ଷ ପାଇଁ ସରକାରଙ୍କର କଣ ଯୋଜନା ରହିଛି ? ପାର୍ଲାମେଣ୍ଟରେ ଏକ ଲିଖିତ ପ୍ରଶ୍ନ କରିଛନ୍ତି…

କଟକ: ସ୍ମାର୍ଟ ଭିଲେଜ୍‌ କଲରାବାଙ୍କରେ ମହାସମାରୋହରେ ପାଳିତ ହେଲା ରାସ ପୂର୍ଣ୍ଣିମା,

କଟକ(କେନ୍ୟୁଜ୍): ସ୍ମାର୍ଟ ଭିଲେଜ୍‌ କଲରାବାଙ୍କରେ ମହାସମାରୋହରେ ପାଳିତ ହୋଇଯାଇଛି ରାସ ପୂର୍ଣ୍ଣିମା । କାର୍ତ୍ତିକେଶ୍ୱରଙ୍କ ପୂଜା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା ଗାଁରେ । ଆଖପାଖ ଗାଁ ଏବଂ ଜିଲ୍ଲାର ଲୋକଙ୍କ ଗହଳିଚହଳି ଦେଖିବାକୁ ମିଳିଥିଲା ସ୍ମାର୍ଟ…

କିଟ୍‌ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଦୁଇଦିନିଆ ବାହାରିନ ଗସ୍ତ, ବାହାରିନ ଜାତୀୟ କାର୍ଯ୍ୟକ୍ରମରେ ଦେବେ…

କେନୁଜ୍ୟ(ବ୍ୟୁରୋ):   କିଟ୍‌ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଆଜି ଠାରୁ ଦୁଇଦିନିଆ ବାହାରିନ ଗସ୍ତ କରିଛନ୍ତି। ବାହାରିନ ଦେଶ ଓ ସେଠାକାର ରାଜାଙ୍କ ସହ  ଡ. ଅଚ୍ୟୁତ ସାମନ୍ତଙ୍କ ଦୀର୍ଘ ଦିନରୁ ସୁସଂପର୍କ ରହିଆସିଛି। ନଭେମ୍ବର ୧୧ ଓ ୧୨ତାରିଖ ଦୁଇଦିନ ଧରି ବାହାରିନରେ ହେଉଥିବା…

ଅଜି ହେଉଛି ଜନନାୟକ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୮୭ ତମ ଜୟନ୍ତୀ, କିସ ପରିସରରେ ପାଳିତ ହେଲା ସ୍ମୃତି ସଭା

ଭୁବନେଶ୍ବର(କେନ୍ୟୁଜ୍):  ବିଶିଷ୍ଟ ସାମ୍ବାଦିକ, ଦୈନିକ ଖବରକାଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ତଥା ଜନନାୟକ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୮୭ ତମ ଜୟନ୍ତ୍ରୀ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ କିସ୍‌ ପରିସରରେ ପାଳିତ ହୋଇଛି । ଏହି ଅବସରରେ ଆୟୋଜିତ ସ୍ମୃତି ସଭାରେ କିଟ୍‌ ଓ କିସ୍‌ର…

କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଦିନିକିଆ କଳାହାଣ୍ଡି ଜିଲ୍ଲା ଗସ୍ତ, ପରିଦର୍ଶନ କଲେ…

ଦିନିକିଆ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ । ଭବାନୀପାଟଣା ସ୍ଥିତ ବାଦଲି ଗାଁରେ ନିର୍ମାଣାଧୀନ କିସ୍‌ ଶାଖା ପରିଦର୍ଶନ କରିଛନ୍ତି ଡ. ସାମନ୍ତ । ଏଠାରେ ଜିଲ୍ଲାର ହଜାରେ ଗରିବ ଆଦିବାସୀ ସଂପ୍ରଦାୟର ଛାତ୍ରଛାତ୍ରୀ ମାଗଣାରେ…

ଫୁଲବାଣୀରେ ଗଜଲକ୍ଷ୍ମୀ ପୂଜା ବୁଲିଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ସାଙ୍ଗରେ ବୁଲିଛନ୍ତି ଫୁଲବାଣୀ ବିଧାୟକ

କନ୍ଧମାଳ(କେନ୍ୟୁଜ୍):  ଗଜଲକ୍ଷ୍ମୀ ପୂଜା ମଣ୍ଡପ ବୁଲି ଦେଖିଛନ୍ତି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ଫୁଲବାଣୀ ମେଡିକାଲ ଛକରେ ଥିବା ଚାଇନା ମାର୍କେଟ୍‌ ଓ କୁମ୍ଭାରପଡ଼ା ଗାଁରେ ଆୟୋଜିତ ପୂଜା ବୁଲିଛନ୍ତି । ଡକ୍ଟର ସାମନ୍ତ ଓ ଫୁଲବାଣୀ ବିଧାୟକ, ଫୁଲବାଣୀ ନିର୍ବାଚନ ମଣ୍ଡଳୀର…

କନ୍ଧମାଳ: ଦାରିଙ୍ଗିବାଡ଼ା କିରିକୁଟି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନୂଆ କୋଠାର ଉଦଘାଟନ କଲେ ସାଂସଦ ଡକ୍ଟର ଅଚ୍ୟୁତ…

କନ୍ଧମାଳ(କେନ୍ୟୁଜ୍): ଦାରିଙ୍ଗିବାଡ଼ା ବ୍ଲକ କିରିକୁଟି ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନୂଆ କୋଠାର ଉଦଘାଟନ କଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ତାଙ୍କ ସହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ବିଧାୟକ ସାଲୁଗା ପ୍ରଧାନ। ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା।…

ଫୁଲବାଣୀ ସର୍କିଟ ହାଉସରେ କନ୍ଧମାଳ ବିଧାୟକ, ସମିତି ସଭ୍ୟ ଓ ଚେୟାରମ୍ୟାନଙ୍କ ସହ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ…

ଫୁଲବାଣୀ(କେନ୍ୟୁଜ୍):  ଫୁଲବାଣୀ ସର୍କିଟ ହାଉସରେ କନ୍ଧମାଳ ଜିଲ୍ଲାର ୩ ବିଧାୟକ, ୧୨ଟି ବ୍ଲକର ସମିତି ସଭ୍ୟ, ବ୍ଳକ ଚେୟାରମ୍ୟାନ ଓ ଛାମୁଆ ନେତାଙ୍କ ସହ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ବୈଠକ । ଏଥିରେ ପ୍ରତି ବ୍ଳକର ଦଳୀୟ ନେତା ସାଂସଦଙ୍କୁ ସୁବିଧା ଅସୁବିଧା ସଂପର୍କରେ ଅବଗତ କରାଇଛନ୍ତି ।…