Browsing Tag

dr achyut samnt

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ନେଲେ ଆଶୀର୍ବାଦ

ପୁରୀ : ପୁରୀରେ କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ପୁରୀ ଗୋବର୍ଦ୍ଧନ ମଠ ଯାଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶୀର୍ବାଦ ଗ୍ରହଣ କରିଛନ୍ତି  । ଜଗତଗୁରୁଙ୍କ ନିକଟରେ ଡ. ସାମନ୍ତ କିଛି ସମୟ ଅତିବାହିତ କରିବା ସହ ଆଧ୍ୟାତ୍ମିକ ଆଲୋଚନାରେ ଭାଗ ନେଇଥିଲେ  l ଏହାପରେ…

ଦଶପଲ୍ଲା ରେଳଷ୍ଟେସନ ଉଦଘାଟନ ନେଇ ଖୁସି ବ୍ୟକ୍ତ କଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ

ଦଶପଲ୍ଲା ରେଳଷ୍ଟେସନ ଉଦଘାଟନ ନେଇ ଖୁସି ବ୍ୟକ୍ତ କରିଛନ୍ତି କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ। ଦଶପଲ୍ଲାବାସୀଙ୍କର ବହୁ ଦିନର ସ୍ବପ୍ନ ପୂରଣ ହୋଇଥିବାରୁ ଦଶପଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଡ. ସାମନ୍ତ। ଏଣିକି ଦଶପଲ୍ଲାବାସୀ ସହଜରେ ଓ ସୁବିଧାରେ ବିଭିନ୍ନ ସ୍ଥାନକୁ ଗସ୍ତ…

କିଟରେ ଅନୁଷ୍ଠିତ ହେଲା ‘ଇଣ୍ଟରନ୍ୟାସନାଲ ଷ୍ଟୁଡେଣ୍ଟ ଓରିଏଣ୍ଟେସନ୍‌ ଅନ୍‌ ଫରେନର୍ସ ରେଜିଷ୍ଟ୍ରେସନ ପ୍ରୋସେସ୍‌’…

କେନ୍ୟୁଜ୍(ବ୍ୟୁରୋ): କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ‘ଇଣ୍ଟରନ୍ୟାସନାଲ ଷ୍ଟୁଡେଣ୍ଟ ଓରିଏଣ୍ଟେସନ୍‌ ଅନ୍‌ ଫରେନର୍ସ ରେଜିଷ୍ଟ୍ରେସନ ପ୍ରୋସେସ୍‌’ ଶୀର୍ଷକ କର୍ମଶାଳା। ଭୁବନେଶ୍ୱର ଜୋନ୍‌ ୬ ଏସିପି ପ୍ରକାଶ ପାଲ୍‌ ଓ ଇନଫୋସିସ୍‌ ଥାନା ଆଇଆଇସି ବିଶ୍ୱରଞ୍ଜନ ମହାନ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ…

ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଜନନାୟକ ଡକ୍ଟର ରାଧାନାଥ ରଥଙ୍କ ଆଜି ୨୨ ତମ ଶ୍ରାଦ୍ଧବାର୍ଷିକୀ, ଯୋଗଦେଲେ…

କେନ୍ୟୁଜ୍(ବ୍ୟୁରୋ): ଦୈନିକ ଖବର କାଗଜ ସମାଜର ପୂର୍ବତନ ସମ୍ପାଦକ, ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଜନନାୟକ ଡକ୍ଟର ରାଧାନାଥ ରଥଙ୍କ ଆଜି ୨୨ ତମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା…

ଲୋକସଭାରେ ଡ.ସାମନ୍ତଙ୍କ ପ୍ରଶ୍ନ, SSTCsକୁ ଆବଶ୍ୟକ ପାଣ୍ଠି ପ୍ରଦାନ କରିବାକୁ କୌଣସି ସ୍ୱତନ୍ତ୍ର ଫ୍ରେମ୍‌ୱାର୍କ…

କେନ୍ୟୁଜ୍(ବ୍ୟୁରୋ): ସଂସଦରେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କାଉନସିଲକୁ ପାଣ୍ଠି ପ୍ରସଙ୍ଗ ଉଠାଇ, ଅଣତାରକା ପ୍ରଶ୍ନ ପଚାରିଥିଲେ ସାଂସଦ ଡ.ଅଚ୍ୟୁତ ସାମନ୍ତ।  ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ସାଂସଦଙ୍କ ପ୍ରଶ୍ନ ଥିଲା, ଷ୍ଟେଟ୍‌ ସାଇନ୍ସ  ଆଣ୍ଡ…

କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ କମ୍ପ୍ୟୁଟର ସୋସାଇଟି ଅଫ୍‌ ଇଣ୍ଡିଆ ପକ୍ଷରୁ ଦିଆଗଲା ଲାଇଫ୍‌…

ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ କମ୍ପ୍ୟୁଟର ସୋସାଇଟି ଅଫ୍‌ ଇଣ୍ଡିଆ (ସିଏସ୍‌ଆଇ) ପକ୍ଷରୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରରେ ତିନିଦିନ ଧରି ଚାଲିଥିବା ଏହି ସିଏସ୍‌ଆଇର ୫୩ ତମ ବାର୍ଷିକ…

ଶେଷ ହୋଇଛି କନ୍ଧମାଳରେ ଦୁଇଦିନ ଧରି ଚାଲିଥିବା ମେଗା ନିଯୁକ୍ତି ମେଳା, ଚାକିରୀ ପାଇବେ ୭ ହଜାର ଯୁବକ ଯୁବତୀ

କେନ୍ୟୁଜ୍(ବ୍ୟୁରୋ): କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ ଓ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାଧାନରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଯୁବକ ଓ ଯୁବତୀଙ୍କୁ କର୍ମସଂସ୍ଥାନ ଯୋଗାଇଦେବା ପାଇଁ ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ଚାଲିଥିବା ମେଗା ନିଯୁକ୍ତି ମେଳା ଶେଷ ହୋଇଛି ।…

ଶିକ୍ଷାବିତ୍‌ ଓ ସମାଜସେବୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ ମିଳିଲା ‘ଆଉଟଷ୍ଟାଣ୍ଡିଂ…

କେନ୍ୟୁଜ୍(ବ୍ୟୁରୋ): ଶିକ୍ଷାବିତ୍‌ ଓ ସମାଜସେବୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ ଆଉଟଷ୍ଟାଣ୍ଡିଂ ଗ୍ରୀନ୍‌ ଆକ୍ଟିଭିଷ୍ଟ ସମ୍ମାନ। ଇଣ୍ଡିଆନ ଫେଡେରେସନ ଅଫ ଗ୍ରୀନ ଏନର୍ଜୀ(IFGE) ପକ୍ଷରୁ ଡ.ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସୋମବାର ନୂଆଦିଲ୍ଲୀଠାରେ…

ଲୋକସଭାରେ ପାଇକ ରେଜିମେଣ୍ଟ ପ୍ରସ୍ତାବ ଉଠାଇଥିବାରୁ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଲେ ସମସ୍ତ ପାଇକ…

କେନ୍ୟୁଜ୍(ବ୍ୟୁରୋ): ଜୁଲାଇ ୨୦,୨୦୧୭ ରେ ବିଦାୟୀ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି ନୁଆଦିଲ୍ଲୀ ର ‘‘ ବିଜ୍ଞାନ ଭବନ’’ ପ୍ରେକ୍ଷାଳୟରେ ୧୮୧୭ ମସିହାର ପାଇକ ଆନ୍ଦୋଳନକୁ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନ ବୋଲି ସମ୍ବୋଧନ କରିଥିବା ସମୟରେ ଐତିହାସିକ ବରୁଣେଇ ଶିଖର ରେ ପାଇକ ସ୍ମାରକୀ ପାଇଁ…

କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ISDWMW ପକ୍ଷରୁ ଜୀବନବ୍ୟାପୀ ସାଧନା ପୁରସ୍କାର ୨୦୧୯…

କେନ୍ୟୁଜ୍(ବ୍ୟୁରୋ):  ଶିକ୍ଷାବିତ୍‌ ଓ ସମାଜସେବୀ ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଇଣ୍ଟରନ୍ୟାସନାଲ ସୋସାଇଟି ଏଫ୍‌ ୱେଷ୍ଟ ମ୍ୟାନେଜମେଣ୍ଟ (ISDWMW) ପକ୍ଷରୁ ଇଣ୍ଟରନ୍ୟାସନାଲ କନଫରେନ୍ସ ଅନ୍‌ ସଲିଡ୍‌ ୱେଷ୍ଟ ମ୍ୟାନେଜମେଣ୍ଟ ଜୀବନବ୍ୟାପୀ ସାଧନା ପୁରସ୍କାର…

ପ୍ରତ୍ୟେକ ପରିବାରକୁ ପାନୀୟ ଜଳ ଯୋଗାଣ ନେଇ ଲୋକସଭାରେ ପ୍ରଶ୍ନ କଲେ ସାଂସଦ ଡ.ଅଚ୍ୟୁତ ସାମନ୍ତ, ଉତ୍ତର ରଖିଲେ ମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):   ଦେଶରେ ପ୍ରତ୍ୟେକ ପରିବାରକୁ ପାନୀୟ ଜଳ ଯୋଗାଣ ନେଇ ଆଜି ଲୋକସଭାରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଏକ ଲିଖିତ ପ୍ରଶ୍ନ କରିଛନ୍ତି । ଉତ୍ତରର କେନ୍ଦ୍ର ଜଳଶକ୍ତି ବିଭାଗ ରାଷ୍ଟ୍ରମନ୍ତ୍ରୀ ରତନଲାଲ୍‌ କଟାରିଆ କହିଛନ୍ତି, ଜାତୀୟ ଗ୍ରାମୀଣ ପାନୀୟ ଜଳ କାର୍ଯ୍ୟକ୍ରମରେ…

ଚାଷୀ ପ୍ରସଙ୍ଗରେ ସଂସଦରେ ପ୍ରଶ୍ନ କଲେ ସାଂସଦ ଅଚ୍ୟୁତ ସାମନ୍ତ, ଉତ୍ତର ରଖିଲେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):   ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାପାଇଁ କେନ୍ଦ୍ର ସରକାର କୌଣସି ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି କି ? ସଂସଦରେ ଏଭଳି ପ୍ରଶ୍ନ କରିଛନ୍ତି ସାଂସଦ ଅଚ୍ୟୁତ ସାମନ୍ତ । ବିଭିନ୍ନ ରାଜ୍ୟର କ୍ଷତିଗ୍ରସ୍ତ ଚାଷୀଙ୍କ ବିଶେଷ…