କିସ୍ରେ ଶିଶୁଦିବସ ପାଳିତ, ‘ଆନନ୍ଦମୟ ଶିକ୍ଷ୍ୟା ଗୃହ’କୁ ଉଦ୍ଘାଟନ କଲେ ପ୍ରତିଷ୍ଟାତା ଡ. ଅଚ୍ୟୁତ ସାମନ୍ତ
ଭୁବନେଶ୍ବର(କେନ୍ୟୁଜ୍): କିସ୍ରେ ଶିଶୁଦିବସ ପାଳିତ । ଏହି ଅବସରରେ ‘ଆନନ୍ଦମୟ ଶିକ୍ଷ୍ୟା ଗୃହ’କୁ ପ୍ରତିଷ୍ଟାତା ଡ. ଅଚ୍ୟୁତ ସାମନ୍ତ ଉଦ୍ଘାଟନ କରିଥିଲେ । ଏହି ଆନନ୍ଦମୟ ଶିକ୍ଷାଗୃହରେ ଛୋଟ ପିଲାଙ୍କ ପାଇଁ ବିଭିନ୍ନ ପ୍ରକାର ଶିକ୍ଷଣୀୟ ଖେଳ ସାମଗ୍ରୀ ସ୍ଥାନ ପାଇଛି । ଛୋଟ ପିଲାମାନଙ୍କୁ…