Browsing Tag

dr achyuta samant

ଅନ୍ତର୍ଜାତୀୟ ଭଲିବଲ୍‌ ସଂଘର ୩୮ତମ ବିଶ୍ୱ କଂଗ୍ରେସ କାର୍ଯ୍ୟକ୍ରମ: ଯୋଗ ଦେଲେ ଭାରତୀୟ ଭଲିବଲ ସଂଘର ସଭାପତି ଡ. ଅଚ୍ୟୁତ…

କେନ୍ୟୁଜ୍(ବ୍ୟୁରୋ):  ଅନ୍ତର୍ଜାତୀୟ ଭଲିବଲ୍‌ ସଂଘର ୩୮ତମ ବିଶ୍ୱ କଂଗ୍ରେସରେ ଯୋଗ ଦେଇଛନ୍ତି ଭାରତୀୟ ଭଲିବଲ ସଂଘର ସଭାପତି ଡ. ଅଚ୍ୟୁତ ସାମନ୍ତ। ଏହି ଅବସରରେ ଭାରତରେ ଭଲିବଲ୍‌ର ବିକାଶ ଆଶା ଉଜ୍ଜ୍ୱଳ ବୋଲି ଡ. ସାମନ୍ତ କହିଛନ୍ତି। ନେଦରଲାଣ୍ଡରେ ଶୁକ୍ରବାର ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ…

ଅଚ୍ୟୁତ ସାମନ୍ତଙ୍କୁ ନାଗରିକ ସମ୍ବର୍ଦ୍ଧନା, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ କଲେ ସମ୍ବର୍ଦ୍ଧିତ

ଭୁବନେଶ୍ୱର(କେନ୍ୟୁଜ୍):  ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ଆଜି ଓଡ଼ିଶା ନାଗରିକ ଫୋରମ୍‍ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ନିକଟରେ ବିଶ୍ୱର ସର୍ବବୃହତ ଜନଜାତି ଅନୁଷ୍ଠାନ କିସ୍‍କୁ ବିଶ୍ୱର ସର୍ବଶ୍ରେଷ୍ଠ ଶିକ୍ଷା ପୁରସ୍କାର ‘ୟୁନେସ୍କୋ ଅନ୍ତର୍ଜାତୀୟ…

ସର୍ବସମ୍ମତିରେ ଓଡ଼ିଶା ଭଲିବଲ ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହେଲେ ଡ.ଅଚ୍ୟୁତ ସାମନ୍ତ, ସଂଘ ସଦସ୍ୟଙ୍କୁ ଦେଲେ…

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଭଲିବଲ୍‌ ଆସୋସିଏସନର ସଭାପତି ଭାବେ ସର୍ବସମ୍ମତିରେ ନିର୍ବାଚିତ ହୋଇଛନ୍ତି ଡ.ଅଚ୍ୟୁତ ସାମନ୍ତ। ଆଜି ବାରବାଟୀ ଷ୍ଟାଡିୟମର ଓଡ଼ିଶା ଅଲିମ୍ପିକ ଆସୋସିଏସନର ମିଟିଂ ହଲରେ ଅନୁଷ୍ଠିତ ହୋଇଥିଲା ଓଡ଼ିଶା ଭଲିବଲ ଆସୋସିଏସନର ବାର୍ଷିକ ସାଧାରଣ ପରିଷଦ ବୈଠକ। ଏହାସହ…

କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

କେନ୍ୟୁଜ୍:ମନରେଗାରେ ଓଡ଼ିଶାକୁ ଚଳିତ ଆର୍ଥକ ବର୍ଷରେ ପ୍ରଥମ ପର୍ଯ୍ୟାୟର ପ୍ରଥମ ଇନ୍‌ଷ୍ଟାଲମେଣ୍ଟରେ ୪୯୯ କୋଟି ଟଙ୍କା ପ୍ରଦାନ କରାଯାଇଛି। କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ଏକ ଲିଖିତ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂହ। ଡ.…

ପୁଣି ମହାନତା ଦେଖାଇଲେ ଡ.ଅଚ୍ୟୁତ ସାମନ୍ତ: ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ତାଙ୍କ ୩ ପୋଷ୍ୟ ପିଲାଙ୍କର ନେଲେ ସମ୍ପୂର୍ଣ୍ଣ…

ଭୁବନେଶ୍ୱର(କେନ୍ୟୁଜ୍): ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା କଳିଙ୍ଗ ଟିଭି ଓ କେନ୍ୟୁଜ୍ ର କାମାକ୍ଷାନଗର ରିପୋର୍ଟର ଦୁଷ୍ମନ୍ତ ମହାନ୍ତି ଥିଲେ ଜଣେ ପରୋପକାରୀ ଓ ସେବା ମନୋଭାବସଂପନ୍ନ ଯୁବକ । ସେ କଳିଙ୍ଗ ଟିଭି ତଥା କିଟ୍‌-କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ନିଜର ଆଦର୍ଶ…

ଆଞ୍ଚଳିକ ବିକାଶ ଓ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାରେ କିଟ୍ ଓ କିସ୍ ଅନୁଷ୍ଠାନ ସବୁଠାରୁ ଆଗୁଆ, ବିଧାନସଭାରେ…

ଭୁବନେଶ୍ବର(କେନ୍ୟୁଜ୍):  କିଟ ବିଶ୍ୱବିଦ୍ୟାଳୟର ପଦକ୍ଷେପକୁ ପୁଣିଥରେ ପ୍ରଶଂସା କଲେ ବରିଷ୍ଠ ବିଧାୟକ ସୁରେଶ ରାଉତରାୟ। ଆଞ୍ଚଳିକ ବିକାଶ ଓ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାରେ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରିଛନ୍ତି ବିଧାୟକ। ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ପଦକ୍ଷେପକୁ ସେ ଭୁୟସୀ…

କିଟ୍‌ ବିଶ୍ୱବିଦ୍ୟାଳୟର ପଦକ୍ଷେପକୁ ପ୍ରଶଂସା କଲେ ବିଧାୟକ ସୁରେଶ ରାଉତରାୟ ଓ ବିଷ୍ଣୁଚରଣ ସେଠୀ

ଭୁବନେଶ୍ୱର(କେନ୍ୟୁଜ୍): କିଟ୍‌ ବିଶ୍ୱବିଦ୍ୟାଳୟର ପଦକ୍ଷେପକୁ ପ୍ରଶଂସା କଲେ ବିଧାୟକ ସୁରେଶ ରାଉତରାୟ । ଆଞ୍ଚଳିକ ବିକାଶ ଓ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାରେ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରିଛନ୍ତି ସୁର । ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ…

ଭାରତୀୟ ଭଲିବଲ୍‌ ସଂଘର ସଭାପତି ଡ. ଅଚ୍ୟୁତ ସାମନ୍ତଙ୍କ ମାନିଲା ଗସ୍ତ, ଏଫ୍‌ଆଇଭିବି ବାର୍ଷିକ ସାଧାରଣ ପରିଷଦ ବୈଠକରେ…

କେନ୍ୟୁଜ୍(ବ୍ୟୁରୋ): ଫେଡେରେସନ୍‌ ଇଣ୍ଟରନ୍ୟାସନାଲ୍‌ ଭଲିବଲ୍‌-ଏଫ୍‌ଆଇଭିବିର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଯୋଗଦେବା ପାଇଁ ଭାରତୀୟ ଭଲିବଲ୍‌ ସଂଘର ସଭାପତି ଡ. ଅଚ୍ୟୁତ ସାମନ୍ତ ଆଜି ମାନିଲା ଗସ୍ତ କରିଛନ୍ତି । ଜୁନ୍‌ ୨୩ରୁ ୨୬ ତାରିଖ ଯାଏ ଏଫ୍‌ଆଇଭିବିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ…

ଉଚ୍ଚସ୍ତରୀୟ ସମିତିରେ ସ୍ଥାନ ପାଇଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ଯୁତ ସାମନ୍ତ

କେନ୍ୟୁଜ: ଚେସ୍ ଅଲିମ୍ପିଆଡରେ ଓଡିଶାର ଅବଦାନ କିଛି କମ୍ ନାହିଁ । ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ ପକ୍ଷରୁ ୧୦ ଜଣିଆ ଉଚ୍ଚସ୍ତରୀୟ ସମିତି ଗଠନ କରାଯାଇଛି । ଏଥିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ଯୁତ ସାମନ୍ତଙ୍କୁ ସଦସ୍ଯ ଭାବେ ନିଆଯାଇଛି। ଗତ ୧୫ ବର୍ଷ ଧରି ଚେସର…

ଚାଲିଛି ମା’ନାରାୟଣୀଙ୍କ ଯାତ୍ରା : ମା’ଙ୍କୁ ବରଣି ପାଇଁ ଆଜ୍ଞାମାଳ ଆଣିବାକୁ ଯାଇଥିଲେ ସାଂସଦ ଡ. ଅଚ୍ୟୁତ…

କନ୍ଧମାଳ(କେନ୍ୟୁଜ): ଫୁଲବାଣୀର ଅଧିଷ୍ଠାତ୍ରୀ ଦେବୀ ମା'ନାରାୟଣୀଙ୍କ ଯାତ୍ରାରେ ସାମିଲ ହେଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । ମା'ଙ୍କୁ ବରଣ ପାଇଁ ମହା ପଟୁଆରରେ ଗଲାବେଳେ କନ୍ଧମାଳ ସାଂସଦ ଏହି ଯାତ୍ରାରେ ଭାଗ ନେଇ ମା'ଙ୍କ ଆଜ୍ଞାମାଳ ଆଣିବାକୁ ଯାଇଥିଲେ । ଏହି ପ୍ରସିଦ୍ଧ ଯାତ୍ରାରେ…

ବିହାର ସ୍ପୋର୍ଟସ କନ୍‍କ୍ଲେଭ-୨୦୨୨ରେ ଯୋଗଦେଲେ ଡ.ଅଚ୍ୟୁତ ସାମନ୍ତ, କହିଲେ ଓଡ଼ିଶାର କ୍ରୀଡ଼ା ମଡେଲ ସର୍ବୋତ୍କୃଷ୍ଟ

ଭୁବନେଶ୍ୱର(କେନ୍ୟୁଜ୍): ଓଡ଼ିଶାର କ୍ରୀଡ଼ା ମଡେଲ୍‍ ସମଗ୍ର ଦେଶରେ ସର୍ବୋତ୍କୃଷ୍ଟ ବୋଲି କନ୍ଧମାଳ ସାଂସଦ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି । ଗୁରୁବାର ବିହାର ସରକାରଙ୍କ ପକ୍ଷରୁ ପାଟନାଠାରେ ଦୁଇ ଦିନିଆ ବିହାର ସ୍ପୋର୍ଟସ କନ୍‍କ୍ଲେଭ-୨୦୨୨ ଉଦ୍‍ଘାଟନୀ ଉତ୍ସବରେ…

ନିରାଶ୍ରୟ ଓ ଅସହାୟ ମହିଳାଙ୍କୁ ଉପଯୁକ୍ତ ସମ୍ମାନ ବିନା ଉନ୍ନତି ହୋଇ ନପାରେ: ମହିଳା ଦିବସ ଉପଲକ୍ଷେ ଡ. ଅଚ୍ୟୁତ…

କେନ୍ୟୁଜ୍(ବ୍ୟୁରୋ):  କିଟ ଓ କିସ୍‌ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଚଳିତବର୍ଷର ବିଷୟବସ୍ତୁ ସ୍ଥାୟୀ ଭବିଷ୍ୟତ ପାଇଁ ଆଜିର ଲିଙ୍ଗଗତ ସମାନତା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଲେ,…