Browsing Tag

dr achyuta samant

ଲୋକସଭାରେ ଜଳବାୟୁ ପରିବର୍ତ୍ତନ ନେଇ ଆଲୋଚନା,ଅଂଶଗ୍ରହଣ କଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): ଆଜି ଲୋକସଭାରେ ଜଳବାୟୁ ପରିବର୍ତ୍ତନ ଆଲୋଚନାରେ ବିଜୁ ଜନତା ତରଫରୁ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଅଂଶଗ୍ରହଣ କରି କହିଲେ, ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଏକ ଗମ୍ଭୀର ସମସ୍ୟା ଭାବେ ଉଭା ହୋଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ଥିତି…

ବାହାରିନର ଇଶା ପୁରସ୍କାର ପାଇଁ ଗଠିତ ଚୟନ କମିଟିର ଜୁରୀ ସଦସ୍ୟ ଭାବେ ମନୋନୀତ ହେଲେ ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):  ବାହାରିନ ସର୍ବୋଚ୍ଚ ନାଗରିକ ସମ୍ମାନ ଇଶା ପୁରସ୍କାର ପାଇଁ ଗଠିତ ଚୟନ କମିଟିର ଜୁରୀ ସଦସ୍ୟ ଭାବେ ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀ ଡ. ଅଚ୍ୟୁତ ସାମନ୍ତ ମନୋନୀତ ହୋଇଛନ୍ତି । ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଶ୍ୱର ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି…

ସଂସଦରେ ବିମାନ ଯୋଗାଯୋଗ ପ୍ରସଙ୍ଗ: କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଓ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ପ୍ରଶ୍ନର…

କେନ୍ୟୁଜ୍(ବ୍ୟୁରୋ):  ସଂସଦରେ ଆଜି ଭୁବନେଶ୍ୱରରୁ ବିମାନ ଯୋଗାଯୋଗ ପ୍ରସଙ୍ଗ ଉଠାଇଥିଲେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଓ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ। ଅଣତାରକା ପ୍ରଶ୍ନରେ ଉଭୟ ସାଂସଦ ଜାଣିବାକୁ ଚାହିଁଥିଲେ, ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆବୁଧାବି,…

ଭାରତୀୟ ଅଲିମ୍ପିକ୍‌ ଆଡଭାଇଜରି ଗ୍ରୁପ୍‌ର ସଦସ୍ୟ ଭାବେ ମନୋନୀତ ହେଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):  ଶିକ୍ଷାବିତ୍‌, ସମାଜସେବୀ ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଭାରତୀୟ ଅଲିମ୍ପିକ୍‌ ଆଡଭାଇଜରି ଗ୍ରୁପ୍‌ର ସଦସ୍ୟ ମନୋନୀତ ହୋଇଛନ୍ତି । ଏହି ଆଡ୍‌ଭାଇଜରୀ ଗ୍ରୁପ୍‌ ବିଭିନ୍ନ କ୍ରୀଡ଼ା ଫେଡେରେସନ୍‌ ଓ ଖେଳାଳି ଆଦିଙ୍କୁ ଦିଆଯାଉଥିବା ପ୍ରୋତ୍ସାହନ ରାଶି ଓ ପୁରସ୍କାର…

୨୦୧୩ ମସିହାରୁ ଚାଲୁ ରହିଥିବା କିଟ୍‌ ଓ କିସ୍‌ ପ୍ରାୟୋଜିତ ‘ଆର୍ଟ ଅଫ୍‌ ଗିଭିଂ’ କାର୍ଯ୍ୟକ୍ରମକୁ ମିଳିଲା ଆନ୍ତର୍ଜାତିକ…

କେନ୍ୟୁଜ୍(ବ୍ୟୁରୋ):  ଆର୍ଟ ଅଫ୍‌ ଗିଭିଂକୁ ଆନ୍ତର୍ଜାତିକ ପୁରସ୍କାର । ଶିକ୍ଷାବିତ୍‌ ଓ ସମାଜସେବୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ ୨୦୧୩ ମସିହାରୁ ଚାଲୁ ରହିଥିବା କିଟ୍‌ ଓ କିସ୍‌ ପ୍ରାୟୋଜିତ ‘ଆର୍ଟ ଅଫ୍‌ ଗିଭିଂ’ କାର୍ଯ୍ୟକ୍ରମକୁ ମିଳିଛି…

ଡ.ଅଚ୍ୟୁତ ସାମନ୍ତଙ୍କୁ ପୁଣି ଏକ ସମ୍ମାନ ସୂଚକ ଡିଲିଟ ପ୍ରଦାନ, ଏହାକୁ ମିଶାଇ ହେଲା ୪୬ତମ ଡକ୍ଟରେଟ୍

କେନ୍ୟୁଜ୍(ବ୍ୟୁରୋ):  କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସିକିମ ପ୍ରଫେସନାଲ ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡିଲିଟ ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ ଉତ୍ସବ ଅବସରରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଶିକ୍ଷା ଓ ସମାଜ ସେବା…

ପ୍ରତିଷ୍ଠାତାଙ୍କ ଉଦାରତା, କିସ୍‌ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟପୁସ୍ତକ ଓ ଶୁଖିଲା ଖାଦ୍ୟ ପଠାଇଲେ ଡକ୍ଟର ଅଚ୍ୟୁତ…

ମାଲକାନଗିରି ଜିଲ୍ଲାରେ କିସ୍‌ ଛାତ୍ରଛାତ୍ରୀଙ୍କୁ ମିଳିଲା ପାଠ୍ୟପୁସ୍ତକ ଓ ଶୁଖିଲା ଖାଦ୍ୟ। କରୋନା ଯୋଗୁ ପିଲାଙ୍କ ପାଠପଢାରେ ଯେଭଳି କୌଣସି ଅସୁବିଧା ନହୁଏ, ସେଥିପାଇଁ ଏଭଳି ବ୍ୟବସ୍ଥା କରିଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। କିସରେ ପଢ଼ୁଥିବା ଜିଲ୍ଲାର…

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଲିଖିତ ‘ମାଇଁ ମଦର – ମାଇଁ ହିରୋ’ ଇଂରାଜୀ ପୁସ୍ତକ ପ୍ରଦାନ କଲେ ଡ. ଅଚ୍ୟୁତ…

କେନ୍ୟୁଜ୍(ବ୍ୟୁରୋ):  ଶିକ୍ଷାବିତ୍‍ ଓ ସମାଜସେବୀ ଡ. ଅଚ୍ୟୁତ ସାମନ୍ତ ନିଜ ଲିଖିତ ‘ମାଇଁ ମଦର - ମାଇଁ ହିରୋ’ ଇଂରାଜୀ ପୁସ୍ତକକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶ୍ରୀ ସାମନ୍ତ ନିଜ ପୁସ୍ତକ ପ୍ରଦାନ କରିଥିଲେ।…

କମ୍ରେଡ ବନମାଳୀ ଜେନାଙ୍କ ଜନ୍ମ ଶତବାଷିକୀରେ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର…

କେନ୍ୟୁଜ୍(ବ୍ୟୁରୋ): କମ୍ରେଡ ବନମାଳୀ ଜେନାଙ୍କ ଜନ୍ମ ଶତବାଷିକୀ ପାଳିତ। ଭୁବନେଶ୍ୱରର ପଟିଆଗଡ଼ ଠାରେ ଏନେଇ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରେ କମ୍ରେଡ ବନମାଳୀ ଜେନାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ପଟିଆ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ତାଙ୍କ…

ଭୁବନେଶ୍ୱର: କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ମିଳିଲା ବିଜନେସ୍‌ ଏମିନେନ୍‌ସ ଆୱାର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ଧରିତ୍ରୀ ବିଜ୍‌ନେସ ଏମିନେନ୍ସ ଆୱାର୍ଡ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଳ ଦେବ ଯୋଗ…

କୋଭିଡ୍ ସମୟରେ ଯେଉଁ ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ…

କେନ୍ୟୁଜ୍(ବ୍ୟୁରୋ):  କୋଭିଡ୍ ସମୟରେ ଯେଉଁ ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ପ୍ରସଙ୍ଗ ଉଠାଇଛନ୍ତି କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ପଚାରିଥିଲେ ପ୍ରଶ୍ନ।  ସ୍କୁଲ ଖୋଲିବା ପରେ ଯେଉଁ ଛାତ୍ର ସ୍କୁଲ ଯିବା…

୨ ଦିନିଆ କନ୍ଧମାଳ ଓ ବୌଦ୍ଧ ଗସ୍ତରେ ସାଂସଦ ଡ. ଅଚ୍ୟୁତ ସାମନ୍ତ, ବିଭିନ୍ନ କାର୍ଯ୍ୟକ୍ରମର କଲେ ଉଦଘାଟନ

କନ୍ଧମାଳ(କେନ୍ୟୁଜ୍):  କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ୨ ଦିନିଆ କନ୍ଧମାଳ ଓ ବୌଦ୍ଧ ଗସ୍ତ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଆଜି ପ୍ରଥମ ଦିନ ଗସ୍ତ ଅବସରରେ ପୂର୍ବାହ୍ନରେ ଡ. ସାମନ୍ତ କନ୍ଧମାଳ ଜିଲ୍ଲା ରାଇକିଆଠାରେ ଆଥଲେଟିକ୍ ଆସୋସିଏସନ୍ ଫିଲ୍ଡରେ ଏକ ଆଲୋକିକରଣ…