Browsing Tag

dr achyuta samant

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ମାନବ ଚାଲାଣ ଉପରେ ୫ଟି ପ୍ରଜ୍ଜ୍ୱଳା ହ୍ୟାଣ୍ଡ ବୁକ୍ ଉନ୍ମୋଚିତ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ମାନବ ଚାଲାଣ ଉପରେ ୫ଟି ପ୍ରଜ୍ଜ୍ୱଳା ହ୍ୟାଣ୍ଡ ବୁକ୍ ଉନ୍ମୋଚିତ ହୋଇଯାଇଛି। ଆଜି ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ,…

ଲୋକସଭାରେ ଭୂତଳଜଳ ଉତ୍ତୋଳନର ଏନଓସି ପ୍ରସଙ୍ଗ ଉଠାଇଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):  ଲୋକସଭାରେ ଭୂତଳଜଳ ଉତ୍ତୋଳନର ଏନଓସି ପ୍ରସଙ୍ଗ ଉଠାଇଥିଲେ କନ୍ଧମାଳ ସାଂସଦ ଡକ୍ଟର. ଅଚ୍ୟୁତ ସାମନ୍ତ । ଜଳ ଶକ୍ତି ମନ୍ତ୍ରୀଙ୍କୁ ପଚାରିଥିଲେ ତାରକା ପ୍ରଶ୍ନ । ଦେଶରେ ଭୂତଳ ଜଳ ନିଷ୍କାସନକୁ ନିୟନ୍ତ୍ରଣ କରିବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, କେନ୍ଦ୍ର ସରକାର ଓ…

ଲୋକସଭାରେ ବୟସ୍କଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଶ୍ନ କଲେ ସାଂସଦ ଡ.ଅଚ୍ୟୁତ ସାମନ୍ତ, ଉତ୍ତର ରଖିଲେ କେନ୍ଦ୍ର…

କେନ୍ୟୁଜ୍(ବ୍ୟୁରୋ): ଲୋକସଭାରେ ବୟସ୍କଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଏକ ଅଣତାରକା ପ୍ରଶ୍ନ ପଚାରିଛନ୍ତି କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ। LASI ରିପୋର୍ଟ ଅନୁସାରେ ଭାରତର ବୟୋଜ୍ୟେଷ୍ଠ ଲୋକ ଅବସାଦ ଓ ମାନସିକ ରୋଗରେ ପୀତିିତ ଅଛନ୍ତି। ଏ ନେଇ ସରକାର ଅବଗତ ଅଛନ୍ତି କି। ଯଦି ହଁ ତେବେ…

ଇଣ୍ଡଷ୍ଟ୍ରି ଫିଡ୍‌ ବ୍ୟାକ୍‌କୁ ନେଇ ସରକାର ବିଦ୍ୟୁତ୍‌ ରୁଲ୍‌ସ ୨୦୨୦ରେ ପରିବର୍ତ୍ତନ କରୁଛନ୍ତି କି?, ଲୋକସଭାରେ…

କେନ୍ୟୁଜ୍(ବ୍ୟୁରୋ):  ଲୋକସଭାରେ ଏକ ଅଣତାରକା ପ୍ରଶ୍ନରେ ବିଦ୍ୟୁତ୍‌ (ଗ୍ରାହକ ଅଧିକାର ସୁରକ୍ଷା) ରୁଲ୍‌ସ ପ୍ରସଙ୍ଗ ଉଠାଇଥିଲେ ସାଂସଦ ଡ.ଅଚ୍ୟୁତ ସାମନ୍ତ। ସ୍ୱାଧୀନଭାବେ ଦାୟିତ୍ୱରେ ଥିବା ନୂଆ ଓ ଅକ୍ଷୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଆର.କେ.ସିଂହଙ୍କୁ ପ୍ରଶ୍ନ କରିଥିଲେ ସାଂସଦ।…

ଏବେ ଆଉ ଅସହାୟ ନୁହଁ ୧୦ ବର୍ଷର କୁନି ଝିଅ ସୋମବାରି ମୁର୍ମୁ, କୋଳେଇ ନେଲେ କିଟ୍‌ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ…

କେନ୍ୟୁଜ୍(ବ୍ୟୁରୋ):  ବାପା ମାଙ୍କ ମୃତ୍ୟୁ ପରେ ଅସହାୟ ଅବସ୍ଥାରେ ଥିବା ୧୦ ବର୍ଷର କୁନି ଝିଅ ସୋମବାରି ମୁର୍ମୁଙ୍କୁ କିଟ୍‌ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ସହାୟତା । ବାଲେଶ୍ଵର ଜଳେଶ୍ୱର ମୁନିସିପାଲଟି ପଥରପୁରା ଗାଁର ଶ୍ୟାମ ମୁର୍ମୁଙ୍କ ଗତ ମଙ୍ଗଳବାର ଦେହାନ୍ତ ହୋଇଥିଲା ।…

ଶାସନ ପ୍ରଣାଳୀକୁ ଆହୁରି ପାରଦର୍ଶୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଭୂୟସୀ…

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ କନ୍ଧମାଳ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ ତଥା କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଭୂୟସୀ ପ୍ରଶଂସା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ସ୍ୱଚ୍ଛ ତଥା ଦୁର୍ନିତୀମୁକ୍ତ ଶାସନ…

ଚାଷୀ ପୁଅର ଡାକ୍ତର ହେବା ଇଚ୍ଛା ପୂରଣ କଲେ ଡ. ଅଚ୍ୟୁତ ସାମନ୍ତ, କିସ୍‌ରେ ପଢ଼ିବା ପରେ ଏବେ ଉତ୍ତୀର୍ଣ୍ଣ ହେଲେ ନିଟ୍

ଭୁବନେଶ୍ୱର(କେ ନ୍ୟୁଜ): ଦୃଢ଼ ଇଚ୍ଛାଶକ୍ତି ଥିଲେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ଲକ୍ଷ୍ୟ ପଥରେ ପହଞ୍ଚିବା ସମ୍ଭବ ହୋଇଥାଏ । ସେ କେବେ ବି ଆଶା କରି ନ ଥିଲେ ଯେ ଦିନେ ଜଣେ ଡାକ୍ତରୀ ପଢି଼ ପାରିବେ ବୋଲି । କିନ୍ତୁ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ବଳରେ ସେ ତାଙ୍କର ସ୍ୱପ୍ନ ସାକାର କରିଛନ୍ତି। ନୟାଗଡ…

ଜାତୀୟ ମୁଖପାତ୍ର ମନୋନୀତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): ବିଜେଡି ଦଳର ଜାତୀୟ ମୁଖପାତ୍ର ଭାବେ ମନୋନୀତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ। ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ସୁଶାସନ ବିଷୟରେ ଜାତୀୟ ସ୍ତରରେ ଆହୁରି ଲୋକାଭିମୂଖୀ କରିବେ ବୋଲି ଡ. ସାମନ୍ତ…

କନ୍ଦମୂଳ ପ୍ରକ୍ରିୟାକରଣ ଉପରେ ପ୍ରଶିକ୍ଷଣ ଶେଷ କରି ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ଭେଟିଲେ କନ୍ଧମାଳର ସ୍ୱୟଂ ସହାୟିକା…

କେନ୍ୟୁଜ୍(ବ୍ୟୁରୋ):  ଇଣ୍ଟରନ୍ୟାସନାଲ ପଟାଟୋ ସେଣ୍ଟର (ସିଆଇପି) ପକ୍ଷରୁ ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟିଉବ୍‌ର କ୍ରପ୍‌ ଇନ୍‌ଷ୍ଟିଚ୍ୟୁଟ (ସିଟିସିଆର୍‌ଆଇ)ର ଆଞ୍ଚଳିକ କେନ୍ଦ୍ରରେ କନ୍ଧମାଳର ସ୍ୱୟଂ ସହାୟିକା ଗୋଷ୍ଠୀର ୪୦ରୁ ଉର୍ଦ୍ଧ୍ୱ ସଦସ୍ୟା କନ୍ଦମୂଳ ଚାଷ ଓ ପ୍ରକ୍ରିୟାକରଣରେ…

ଆଜି ହେଉଛି ପ୍ରଦ୍ୟୁମ୍ନ କିଶୋର ବଳଙ୍କ ୨୧ତମ ଶ୍ରାଦ୍ଧ ଦିବସ, ଶ୍ରଦ୍ଧା ସୁମନ ଅର୍ପଣ କଲେ ଡକ୍ଚର ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):   କିସ୍‌ ଓ କିଟ୍‌ରେ ବିଶିଷ୍ଟ ଜନନାୟକ, ସାମ୍ବାଦିକ ଓ ସମାଜସେବୀ ସ୍ୱର୍ଗତ ପ୍ରଦ୍ୟୁମ୍ନ କିଶୋର ବଳଙ୍କ ୨୧ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । କିସ୍‌ ପରିସରରେ କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ଡକ୍ଚର ଅଚ୍ୟୁତ ସାମନ୍ତ ପ୍ରଦ୍ୟୁମ୍ନ ବଳଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ…

ଶିକ୍ଷା କ୍ଷେତ୍ରରେ ଜୀବନ ବ୍ୟାପୀ ସାଧନା ପାଇଁ ଶିକ୍ଷାବିତ୍‌ ଓ ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କୁ ମିଳିଲା ଜୀବନ ଗୌରବ…

କେନ୍ୟୁଜ୍(ବ୍ୟୁରୋ):  ଶିକ୍ଷା କ୍ଷେତ୍ରରେ ଜୀବନ ବ୍ୟାପୀ ସାଧନା ପାଇଁ ଶିକ୍ଷାବିତ୍‌ ଓ ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କୁ ଗଭର୍ଣ୍ଣିଂ କାଉନସିଲ୍‌ ଅଫ୍‌ ନ୍ୟାସ୍‌ନାଲ୍‌ ଟିଚର୍ସ କଂଗ୍ରେସ ପକ୍ଷରୁ ଜୀବନ ଗୌରବ ପୁରସ୍କାର ପ୍ରଦାନ କରାଯାଇଛି । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ…