ଗୃହରେ ସମ୍ବିଧାନ ଚର୍ଚ୍ଚା ରେ କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁ : ଆମ୍ବେଦକରଙ୍କ ସ୍ୱପ୍ନ ପୂରଣ କରୁଛନ୍ତି ପିଏମ୍ ମୋଦି
ନୂଆଦିଲ୍ଲୀ: ସଂସଦରେ ସମ୍ବିଧାନ ଉପରେ ଚର୍ଚ୍ଚାର ଆଜି ଦ୍ୱିତୀୟ ଦିନ । ସମ୍ବିଧାନର ୭୫ତମ ବର୍ଷ ଅବସରରେ ଚର୍ଚ୍ଚା ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଚର୍ଚ୍ଚାରେ ଭାଗ ନେଇଛନ୍ତି । ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମ୍ବିଧାନ ଉପରେ ଚର୍ଚ୍ଚା କରିଥିଲେ।…