Browsing Tag

drain

ମୁକୁଳା ଡ୍ରେନ୍‌ରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ପୁରୀ(କେନ୍ୟୁଜ୍‌) : ଡିଏଜି କଲୋନୀ ସାମ୍ନା ଖୋଲା ଡ୍ରେନରୁ ଆଜି ସକାଳୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲେ। ସୁଚନା ମୁତାବିକ୍‌, ସମୁଦ୍ର କୁଳ ଥାନା ଅଧୀନସ୍ଥ ପେଣ୍ଠକଟା ଡିଏଜି କଲୋନୀ ସାମ୍ନା…

ମୁକୁଳା ଡ୍ରେନରେ ପଡି ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ

କଟକ: କଟକରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମୁକୁଳା ଡ୍ରେନରେ ପଡି ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଛି । କଟକ ମାଲଗୋଦାମ ଗୁଡସେଡ ରୋଡ କଡ ନାଳରୁ ଯୁବକଂକ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତ ଯୁବକଂକ ପରିଚୟ ଜଣାପଡିନି। କିଭଳି ଓ କେଉଁ ପରିସ୍ଥିତିରେ ତାଂକର ମୃତ୍ୟୁ ହେଲା ସେନେଇ କାରଣ…

ନାଳରୁ ମହିଳାଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌

ଯାଜପୁର ଟାଉନ(କେନ୍ୟୁଜ) : ଯାଜପୁର ଅନ୍ତର୍ଗତ ବିଂଝାରପୁର ଥାନା କପିଳା ଛକ ସୀମାଚତୁରୀ ନାଳରୁ ଜଣେ ନବବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । କ୍ଲାସ କରିବା ପାଇଁ କହି ଘରୁ ଆସି ନାଳକୁ ଡେଇଁପଡିଲେ। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ପ୍ରୀତିପୁର ଗାଁରେ ଘଟିଛି ଏହି ଅଭାବନୀୟ…

ଡ୍ରେନ୍‌ରୁ ମିଳିଲା ୪ ବର୍ଷର ଶିଶୁପୁତ୍ରର ମୃତଦେହ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

କାମାକ୍ଷାନଗର (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ସୋଗର ଗାଁ ଝଗଡ଼ପଦାରେ ୪ ବର୍ଷର ଶିଶୁପୁତ୍ରକୁ ନୃଶଂସ ହତ୍ୟା । ମୃତ ଶିଶୁଟି ସୋଗର ଗାଁ ଝଗଡ଼ପଦା ସାହିର ରାଜେନ୍ଦ୍ର ମଲ୍ଲିକଙ୍କ ୪ ବର୍ଷର ଶିଶୁପୁତ୍ର ରୁଦ୍ରାକ୍ଷ ମଲ୍ଲିକ । ରୁଦ୍ରାକ୍ଷ ଅପରାହ୍ନରେ ଗାଁରେ ପିଲାମାନଙ୍କ…

ଏକାଠି କଥା ହେଉଥିବା ବେଳେ ଭୁଶୁଡିଲା ସ୍ଲାବ, ଡ୍ରେନ୍‌ ଭିତରେ ଖସି ପଡିଲେ ୫ ଜଣ

ନୂଆଦିଲ୍ଲୀ : କଥା ହେଉଥିବା ବେଳେ ଭୁଶୁଡିଲା ସ୍ଲାବ । ଡ୍ରେନ୍‌ ଭିତରେ ଖସି ପଡିଲେ ୫ ଜଣ । ରାଜସ୍ଥାନର ଜୈସଲମେରରେ ଘଟିଛି ଏପରି ଘଟଣା । ଡ୍ରେନ୍‌ ଉପରେ ପଡିଥିବା କଂକ୍ରିଟ ସ୍ଲାବ ଉପରେ ଛିଡା ହୋଇ କଥା ହେଉଥିବା ବେଳେ ଖସିପଡିଥିଲେ ୫ ଜଣ । ୫ଜଣଙ୍କ ସହ ଗୋଟିଏ ବାଇକ୍ ମଧ୍ୟ ଖାତ ମଧ୍ୟରେ…

ଆପଣଙ୍କ ଫୋନର ବ୍ୟାଟେରୀ ହୋଇପାରେ ଖରାପ! ତୁରନ୍ତ କରନ୍ତୁ ଏହି ଆପକୁ ଡିଲିଟ

ଫୋନକୁ ସବୁବେଳେ ବ୍ୟବହାର କରିବା ଦ୍ବାରା ବ୍ୟାଟେରୀ ଜଲଦି ଶେଷ ହୋଇଯାଇଥାଏ ଏବଂ ବ୍ୟାଟେରୀ ମଧ୍ୟ ଖରାପ ହୋଇଥାଏ। କେବଳ ଫୋନର ବ୍ୟବହାର ନୁହେଁ ବରଂ ମୋବାଇଲରେ କିଛି ନିର୍ଦ୍ଧିଷ୍ଟ ଆପ ରହିବା ଦ୍ବାରା ଏହା ଶୀଘ୍ର ଖରାପ ହେବା ଦେଖାଯାଇଥାଏ। ଆଜିକାଲି ଦୁନିଆରେ ଲୋକମାନେ ସ୍ମାର୍ଟଫୋନ ବିନା ଗୋଟେ…