ଜମା ଖାତାରୁ ଉଭାନ ହୋଇଯାଇଛି ଟଙ୍କା, ଟଙ୍କା ଫେରସ୍ତ ପାଇବା ଆଶାରେ ଡାକଘର ସାମ୍ନାରେ ଧାରଣା ଦେଇଛନ୍ତି ଜମାକାରୀ
କଣ୍ଟାବାଞ୍ଝି: ଜମା ଖାତାରୁ ଉଭାନ ହୋଇଯାଉଛି ଟଙ୍କା । ଜମାକାରୀ ଚିନ୍ତାରେ । ବିଶ୍ୱାସ କରିବେ କାହାକୁ । ବର୍ତ୍ତମାନ ଟଙ୍କା ଫେରସ୍ତ ପାଇବା ଆଶାରେ ଡାକଘର ସାମ୍ନାରେ ଧାରଣା ଦେଇଛନ୍ତି ଜମାକାରୀ । ଆଜ୍ଞା ହଁ ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ ।
ସୂଚନା…