DRDOକୁ ମିଳିଲା ଆଉ ଏକ ସଫଳତା, ମିଶାଇଲ ଆଟାକ ହେଲେ ବି ବିମାନର ହେବନି କୌଣସି କ୍ଷତି
DRDO ୩୦ ଜାନୁଆରୀରୁ ୨ ଫେବୃଆରୀ ପର୍ଯ୍ୟନ୍ତ ଓଡିଶାର ଚାନ୍ଦୀପୁରରେ ଅବସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ITR)ରେ ଏୟାରକ୍ରାଫ୍ଟର ଟେଷ୍ଟ ଉଡ଼ାଣ କରିଛି । ଯାହା ମିସାଇଲ ମାନଙ୍କର ଟାର୍ଗେଟ ହୋଇଥାଏ । ଏହାର ନାମ ଅଭ୍ୟାସ ଅର୍ଥାତ୍ ହାଇ ସ୍ପିଡ୍ ଏକ୍ସପେଣ୍ଡେବଲ୍ ଏରିଅଲ୍ ଟାର୍ଗେଟ୍ ।…