Browsing Tag

DREAM COMES TRUE

ରାତିରେ ଏହିସବୁ ସ୍ୱପ୍ନ ଦେଖିବା ଖୁବ ଶୁଭ ହୋଇଥାଏ, ଜାଣନ୍ତୁ ଏହାର ଅର୍ଥ

ସ୍ୱପ୍ନରେ ଆମେ ଏମିତି ଅନେକ ଜିନିଷ ଦେଖୁ ଯାହାର ଭିନ୍ନ ଭିନ୍ନ ସଙ୍କେତ ରହିଥାଏ। ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ସବୁ ସ୍ୱପ୍ନର ବିଭିନ୍ନ ଅର୍ଥ ରହିଛି। ଆପଣ ଜାଣନ୍ତି କି ସ୍ୱପ୍ନ ଭବିଷ୍ୟତର ଘଟଣା ସମ୍ପର୍କରେ ପୂର୍ବ ସଙ୍କେତ ଦେଇଥାଏ। ତାହା ମଧ୍ୟରୁ କିଛି ସଙ୍କେତ ଶୁଭ ଥାଏ ଆଉ କିଛି ଅଶୁଭ।…

ଶୋଇବା ସମୟରେ ଦେଖିଥିବା ସ୍ୱପ୍ନ ପୂରଣ ହେଉ ଚାହୁଁଛନ୍ତି କି, ତାହେଲେ ଉଠିବା ମାତ୍ରକେ ହିଁ କରନ୍ତୁ ଏହି କାମ

ସ୍ୱପ୍ନର ଦୁନିଆ ବହୁତ ଅଜବ ହୋଇଥାଏ ଯାହା ଉପରେ ଆମେ ଅଧିକାର ସାବ୍ୟସ୍ତ କରିପାରନ୍ତିନାହିଁ। ଆମେ ଶୋଇଥିଲାବେଳେ କେଉଁ ସମୟରେ ସ୍ୱପ୍ନ ଦେଖନ୍ତି ତାହା ଆମ ଅଧୀନରେ ନଥାଏ। ସ୍ୱପ୍ନ ବି ଅନେକ ପ୍ରକାରର ଥାଏ, କିଛି ଖରାପ ଆଉ କିଛି ଭଲ। ଖରାପ ସ୍ୱପ୍ନ ସମସ୍ତେ ଭୁଲିଯିବାକୁ ପସନ୍ଦ କରନ୍ତି…

ସ୍ୱପ୍ନାଦେଶ ପରେ ବାହାରିଲେ ନାଗରାଜ

ବ୍ରହ୍ମପୁର (କେ ନ୍ୟୁଜ୍‌) : ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଏସ୍. ଗୋପାଳପୁର ଗାଁରେ ଆଲୌକିକ ଘଟଣା । ସତ ହେଲା ସ୍ବପ୍ନ । ସ୍ୱପ୍ନାଦେଶ ପରେ ଗାଁର ନିର୍ଦ୍ଦିଷ୍ଟ ଜାଗାରୁ ମାଟି ଖୋଳା ହେଲା । ସେଠାରୁ ବାହାରିଲା ପିତଳ ନାଗ ସାପ । ଖାଲି ସେତିକି ନୁହେଁ ସେଠାରେ ବୁଲିଲା ସତ ସତିକା ନାଗ…