ନୂଆ ବର୍ଷରୁ ମନ୍ଦିର ଭିତରକୁ ମନା ଜିନ୍ସ ଟପ୍ ଓ ସର୍ଟସ୍, ଗୋଆରେ ବି ଲାଗୁ ହେଲା ଡ୍ରେସ୍ କୋଡ୍
ଏଣିକି ମନ୍ଦିର ଭିତରକୁ ମନା ଜିନ୍ସ ଟପ୍ । କେବଳ ଜିନ୍ସ ଟପ୍ ନୁହେଁ ସର୍ଟସ୍ , ମିନି ସ୍କର୍ଟ, ମିଡି, ସ୍ଲିଭ୍ ଲେସ୍ ଟପ୍ ଆଦି ପିନ୍ଧି ମନ୍ଦିରକୁ ଯାଇପାରିବେନି ପର୍ଯ୍ୟଟକ। ନୂଆ ବର୍ଷରୁ ଲାଗୁ ହେବ ଏଭଳି କିଛି ନୂଆ ନିୟମ। ୨୦୨୪ ଜାନୁଆରୀ ପହିଲାରୁ ଗୋଆର ସମସ୍ତ ମନ୍ଦିରରେ ପବିତ୍ର…