ସୁନା ମୁଦ୍ରା ଚୋରା ଚାଲାଣ କରୁଥିଲେ, ବିମାନ ବନ୍ଦରରୁ ଗିରଫ ହେଲେ କନ୍ନଡ ଅଭିନେତ୍ରୀ
ସୁନା ତସ୍କରୀ ମାମଲାରେ ବନ୍ଧା ହେଲେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ରାନ୍ୟା ରାଓ । ଚଳଚ୍ଚିତ୍ର ‘ମାଣିକିଆ’ରେ କନ୍ନଡ ସୁପରଷ୍ଟାର ସୁଦୀପଙ୍କ ବିପକ୍ଷରେ ଅଭିନୟ କରିଥିବା ରାନ୍ୟାଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ । ଏହି ଅଭିନେତ୍ରୀ ସୁନା ମୁଦ୍ରା ଚୋରା ଚାଲାଣ…